ଚିଲିକାରେ ବଢିଛନ୍ତି ଡଲଫିନ୍, ୧୫୦ ଥିଲେ ୨୦୧୯ରେ ୧୫୬ ହୋଇଛନ୍ତି ୨୦୨୦ରେ

କେନ୍ୟୁଜ୍(ବ୍ୟୁରୋ):  ଚିଲିକାରେ ୧୫୬ ଡଲଫିନ୍‌ ଅଛନ୍ତି । ୨୦୧୯ରେ ଚିଲିକାରେ ଥିଲେ ୧୫୦ଟି ଡଲଫିନ ଥିଲେ । ୨୦୨୦ ମସିହାରେ ଚିଲିକାରେ ୧୫୬ ଟି ଡଲଫିନ ଥିବା ଜଣାପଡ଼ିଥିଲା ।

ଆଜି ୧୮ ଟି ଟିମ୍‌ରେ ୬ ଘଣ୍ଟା ଧରି ଚାଲିଥିଲା ଡଲଫିନ୍‌ ଗଣନା । ବାଲୁଗାଁ ଠାରୁ ୧୦ଟି ଟିମ୍‌, ସାତପଡ଼ାରୁ ୮ଟିମ୍‌କୁ ନେଇ ଗଣନା କାର୍ଯ୍ୟ ଚାଲିଥିଲା । ଏବର୍ଷ ଚିଲିକାରେ ୧୫୬ଟି ଡଲଫିନ ଥିବା ଗଣନାରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.