ବହୁ ଚର୍ଚ୍ଚିତ ସୋ କୌନ ବନେଗା କରୋଡ୍‌ପତିରେ କିଛିଦିନ ପରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ

କେନ୍ୟୁଜ୍ (ବ୍ୟୁରୋ):  ସୋନି ଟେଲିଭିଜନ୍‌ର ବହୁ ଚର୍ଚ୍ଚିତ ସୋ କନ୍‌ ବନେଗା କରୋଡ୍‌ପତିରେ ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ । ସୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସହ ହଟ୍‌ ସିଟ୍‌ରେ ବସିବେ ଦୂତୀ ଚାନ୍ଦ । ଆଜି ସନ୍ଧ୍ୟାରେ ଏପିସୋଡ୍‌ର ରହିଛି ରେକର୍ଡିଂ । ଆସନ୍ତା ୨୨ ତାରିଖରେ ଦୂତି ଚାନ୍ଦଙ୍କ ଏପିସୋଡ୍‌ର ପ୍ରସାରଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.