କେବିସି ହଟ ସିଟରେ ଓଡ଼ିଆ ଝିଅ, ଅମିତାଭଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ଜିତିଲେ ଅର୍ଥରାଶି
କେବିସି ହଟ୍ ସିଟରେ ବସିଲେ ରାଇରଙ୍ଗପୁରର ଝିଅ କରିଶ୍ମା ଶର୍ମା । ଜିତିଲେ ୧୨ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥ ରାଶି । ଅନେକ ଲୋକ କେବିସି ହଟ୍ ସିଟରେ ବସିବାକୁ ସ୍ବପ୍ନ ଦେଖନ୍ତି । କିନ୍ତୁ ଖୁବ୍ କମ ଲୋକ ହିଁ କେବିସିର ହଟ୍ ସିଟ୍ ରେ ବସିବାକୁ ସମର୍ଥ ହୋଇ ଥାଆନ୍ତି । ଆଉ ସେହି ଖୁବ୍ କମ…