Below header

ମହଙ୍ଗା ପଡିଲା ବର୍ଥ ଡେ ପାର୍ଟି ଆୟୋଜନ, କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଇକୋସ୍‌ ବାରକୁ ସିଲ୍ କଲା କମିଶନରେଟ ପୋଲିସ୍

ଭୁବନେଶ୍ୱର: ବର୍ଥ ଡେ ପାର୍ଟି ପାଇଁ ବାର୍‌ ସିଲ୍‌। ମହଙ୍ଗା ପଡିଲା ବାର୍‌ରେ ବର୍ଥ ଡେ ପାର୍ଟି ଆୟୋଜନ। କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ଇନଫୋସିଟି ରୋଡ୍‌ରେ ଥିବା ଇକୋସ୍‌ ବାରକୁ ସିଲ୍‌ କରିଛି କମିଶନରେଟ ପୋଲିସ ।

ଇକୋସ୍‌ ବାର ଉପରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ସେଠାରେ ଜନ୍ମଦିନ ପାର୍ଟି ଚାଲିଥିଲା । ଯାହାକି କୋଭିଡ ନିୟମ ଉଲଂଘନ କରିଥିଲା । ଏହାପରେ ବାର୍‌କୁ ସିଲ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.