Browsing Tag

ecos bar

ମହଙ୍ଗା ପଡିଲା ବର୍ଥ ଡେ ପାର୍ଟି ଆୟୋଜନ, କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଇକୋସ୍‌ ବାରକୁ ସିଲ୍ କଲା କମିଶନରେଟ ପୋଲିସ୍

ଭୁବନେଶ୍ୱର: ବର୍ଥ ଡେ ପାର୍ଟି ପାଇଁ ବାର୍‌ ସିଲ୍‌। ମହଙ୍ଗା ପଡିଲା ବାର୍‌ରେ ବର୍ଥ ଡେ ପାର୍ଟି ଆୟୋଜନ। କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ଇନଫୋସିଟି ରୋଡ୍‌ରେ ଥିବା ଇକୋସ୍‌ ବାରକୁ ସିଲ୍‌ କରିଛି କମିଶନରେଟ ପୋଲିସ । ଇକୋସ୍‌ ବାର ଉପରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ସେଠାରେ…