Below header

ଫସଲ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ୨ ମୃତ, ଜଣେ ଗୁରୁତର

ଅନୁଗୁଳ(କେନ୍ୟୁଜ): ଅନୁଗୁଳର ୩ଟି ସ୍ଥାନରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର । ଅଙ୍ଗାର ବନ୍ଧ ନିକଟରୁ ଫସଲ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପରେ ହାତୀ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଥିଲେ ଅନିରୁଦ୍ଧ ସାହୁ।

ସେହିପରି ଛେଳିଆପଡା ନିକଟରେ ମଧ୍ୟ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ସୁବାସ ବିଶ୍ୱାଳ ଏବଂଗୁରୁତର ହୋଇଥିବା ବାରସିଙ୍ଗା ଗ୍ରାମରର ରମେଶ ସ୍ୱାଇଁ ବୋଲି ଜଣାପଡିଛି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.