କଳାହାଣ୍ଡି ନର୍ଲା ରେଞ୍ଜ କମେଙ୍ଗା ଜଙ୍ଗଲରେ ଦନ୍ତା ହାତୀ ମୃତ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡିରେ ଦନ୍ତା ହାତୀ ମୃତ । ନର୍ଲା ରେଞ୍ଜ କମେଙ୍ଗା ଜଙ୍ଗଲରେ ହାତୀର ମୃତ୍ୟୁ । ହାତୀ ଦେହରେ ଅନେକ କ୍ଷତ ଚିହ୍ନ ରହିଛି । ହାତୀ-ହାତୀ ଲଢ଼େଇରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ । ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.