Browsing Tag

elephant dead body

ପୁଣି ଦନ୍ତାହାତୀର ମୃତଦେହ ଉଦ୍ଧାର, ବନବିଭାଗରତଦନ୍ତ

କେନ୍ଦୁଝର (କେନ୍ୟୁଜ): ପୁଣି ଦନ୍ତାହାତୀର ମୃତଦେହ ଉଦ୍ଧାର । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଫରେଷ୍ଟ ବିଟ ଭାଡ଼ିମରା ଗାଁ ପାଖରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦନ୍ତା ହାତୀଙ୍କ ମଧ୍ୟରେ…

ଜଙ୍ଗଲରେ ପଡିଛି ହାତୀର ମୃତଦେହ, ବ୍ୟବଛେଦ ପରେ ସ୍ପଷ୍ଟ ହେବ କାରଣ

କୁଚିଣ୍ଡା (କେନ୍ୟୁଜ୍):  ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି। ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ ବିଞ୍ଜିଖୋଲ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ମୃତଦେହ ଠାବ ହୋଇଛି । ହାତୀର ମୃତଦେହଟି ଯେଉଁଠାରେ ପଡିଛି ସେହି ସ୍ଥାନଟି ସୁନ୍ଦରଗଡ ଓ ସମ୍ବଲପୁର ସୀମାରେ…

କଳାହାଣ୍ଡି ନର୍ଲା ରେଞ୍ଜ କମେଙ୍ଗା ଜଙ୍ଗଲରେ ଦନ୍ତା ହାତୀ ମୃତ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡିରେ ଦନ୍ତା ହାତୀ ମୃତ । ନର୍ଲା ରେଞ୍ଜ କମେଙ୍ଗା ଜଙ୍ଗଲରେ ହାତୀର ମୃତ୍ୟୁ । ହାତୀ ଦେହରେ ଅନେକ କ୍ଷତ ଚିହ୍ନ ରହିଛି । ହାତୀ-ହାତୀ ଲଢ଼େଇରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ । ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ…

କେନ୍ଦୁଝରରେ ପୁଣି ମାଈ ହାତୀର ମୃତଦେହ ଉଦ୍ଧାର, ମାସକରେ ଗଲାଣି ୪ ଦନ୍ତାଙ୍କ ଜୀବନ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଭିଜେପି ରେଞ୍ଜ ଅନ୍ତର୍ଗତ ସରୁକୁଦର ଜଙ୍ଗଲ ନିକଟରୁ ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର । ଗତ ୭ ତାରିଖରେ ତଳଚମ୍ପେଇରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମାସକ ମଧ୍ୟରେ ୪ ହାତୀଙ୍କ ମୃତ୍ୟୁ ପରେ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ…

ସୁନ୍ଦରଗଡ: ପରମାସାହିରେ ପୁଣି ଏକ ଦନ୍ତାହାତୀ ମୃତଦେହ ଠାବ, କାରଣ ପାଉନି ବନବିଭାଗ

ସୁନ୍ଦରଗଡ: ବର୍ତ୍ତମାନ ଆମ ପୃଥିବୀରୁ ଜୀବଜନ୍ତୁଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ପ୍ରତିଦିନ କିଛି ନା କିଛି ଜୀବଜନ୍ତୁଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସୁଛି । ସରକାରଙ୍କ ଗୋପବନ୍ଧୁ ଯୋଜନା ସତ୍ତ୍ୱେ ମଧ୍ୟ ହାତୀମାନେ ଏବେବି ଅସୁରକ୍ଷିତ ଅଛନ୍ତି। ତେବେ ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ…

ପୁଣି ସଙ୍କଟରେ ଗଜରାଜ, କାଦୁଅ ଭିତରେ ଅଧା ପୋତା ହୋଇ ପଡିଛି ହାତୀ ଛୁଆ

କେନ୍ଯୁଜ୍: ପୁଣି ସଙ୍କଟରେ ଗଜରାଜ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ପୋଡାପଡା ନିକଟରେ ହାତୀ ଛୁଆର ମୃତଦେହ ଠାବ ହୋଇଛି। କାଦୁଅ ମଧ୍ୟରେ ଅଧା ପୋତା ହୋଇ ପଡିଛି ହାତୀ ଛୁଆ। ତାର ବୟସ ପ୍ରାୟ ୧ ମାସ ହେବ ବୋଲି ଜଣାପଡିଛି। ହାତୀ ଛୁଆର ଶୁଣ୍ଢ ଛିଡି ଯାଇଥିବାବେଳେ ତାର ଅଧା ଶରୀର…