Below header

ବଡ଼ମ୍ବା: ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ପିସିସିଏଫ ୱାଇଲ୍ଡ ଲାଇଫ୍‌କୁ ରିପୋର୍ଟ ତଲବ

ଆଠଗଡ଼: ଆଠଗଡ଼ ବଡ଼ମ୍ବାରେ ଗୁଳି ବିଦ୍ଧ ହାତୀର ମୃତ୍ୟୁ ଘଟଣାରେ ପିସିସିଏଫ ୱାଇଲ୍ଡ ଲାଇଫ୍‌କୁ ରିପୋର୍ଟ ତଲବ। ହାତୀ ମୃତ୍ୟୁ ଘଟଣାରେ ବନ୍ୟ ପ୍ରାଣୀ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ପ୍ରୋଜେକ୍ଟ ଏଲିଫାଣ୍ଟ ଡିଭିଜନ। ତଦନ୍ତ ସହ ଆକ୍ସନ ଟେକେନ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି।

ହାତୀର ମୁଣ୍ଡ, ଶୁଣ୍ଢ ଓ ଗୋଡ଼ରେ ୬ଟି ଗୁଳି ବାଜିଥିବା ନେଇ ଖବର ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା।

Also Read: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରପତି ନିର୍ବାଚନ ନେଇ କଲେ ଆଲୋଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.