Below header

ଜଙ୍ଗଲରୁ ଆସି ପେଟ୍ରୋଲ ପମ୍ପରେ ପଶିଲା ହାତୀ, ଖେଳାଇଲା ଆତଙ୍କ

ପେଟ୍ରୋଲ ପମ୍ପରେ ପଶିଲା ହାତୀ । ସମ୍ବଲପୁରର ଜୁଯୁମୁରା ବ୍ଳକ ସଦର ବନାଞ୍ଚଳ ଅନ୍ତର୍ଗତ ଭବାନିପାଲି ପେଟ୍ରୋଲ ପମ୍ପରେ ଗତକାଲି ସଂଧ୍ୟାରେ ଏକ ଦନ୍ତାହାତୀ ଜଙ୍ଗଲରୁ ଆସି ପେଟ୍ରୋଲ ପମ୍ପରେ ପଶି ଆତଙ୍କ ଖେଳାଇଥିଲା ।

ସମ୍ବଲପୁର(କେନ୍ୟୁଜ୍): ପେଟ୍ରୋଲ ପମ୍ପରେ ପଶିଲା ହାତୀ । ସମ୍ବଲପୁରର ଜୁଯୁମୁରା ବ୍ଳକ ସଦର ବନାଞ୍ଚଳ ଅନ୍ତର୍ଗତ ଭବାନିପାଲି ପେଟ୍ରୋଲ ପମ୍ପରେ ଗତକାଲି ସଂଧ୍ୟାରେ ଏକ ଦନ୍ତାହାତୀ ଜଙ୍ଗଲରୁ ଆସି ପେଟ୍ରୋଲ ପମ୍ପରେ ପଶି ଆତଙ୍କ ଖେଳାଇଥିଲା ।

ପେଟ୍ରୋଲ ପମ୍ପରେ ଉପସ୍ଥିତ ଲୋକଙ୍କ ସହ କର୍ମଚାରୀ ଦନ୍ତା ହାତୀକୁ ଦେଖି ଜୀବନ ବିକଳରେ ଏଣେ ତେଣେ ଦୌଡ଼ିଥିଲେ। ଏହି ବଣୁଆ ଦନ୍ତା ହାତୀଟି ପେଟ୍ରୋଲ ପମ୍ପ ନିକଟରେ ଥିବା କିଛି ଦୋକାନକୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.