Below header

ମେଡିକାଲ ଗଲେ ହାତୀ

ଝାରସୁଗୁଡା : ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ହାତୀ। ଝାରସୁଗୁଡା କୁଳବିରା ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଆଜି ସକାଳୁ ୩ଟି ହାତୀ ଦେଖି ଲୋକମାନେ ଡରି ଯାଇଥିଲେ। ବନବିଭାଗ କର୍ମଚାରୀ ଖବର ପାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ହାତୀ ମାନଙ୍କୁ ତୁରେଇକେଲା ଜଙ୍ଗଲ ଭିତରକୁ ଘଉଡାଇ ଦେଇଥିଲେ। ପୂର୍ବରୁ ମଧ୍ୟ କୁଳାବିରାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.