ବରଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ସୂଚନା ଦେଲେ ବରଗଡ଼ ଏସପି

କେନ୍ୟୁଜ : ବରଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଗତକାଲି ରାତିରେ ଗୁଳିବିନିମୟ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ପଦ୍ମିନୀ ସାହୁ। ମେଳଛାମୁଣ୍ଡା ଥାନା ଝାଞ୍ଜପାହାଡ଼ ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁୁ ମାଓ ପୋଷ୍ଟର ସହ ଖାଦ୍ୟସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ମାଓ ସଂଗଠନ ଡିଏଭି ପକ୍ଷରୁ ସଭା ଚାଲିଥିବା ବେଳେ ପୋଲିସ ଚଢଉ କରିଥିଲା। ଗୁଳିବିନିମୟ ବେଳେ ୭ରୁ ୮ଜଣ ମାଓବାଦୀ ଥିବା ଏସପି ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.