Below header

ବଗିକୁ ଛାଡି ଇଞ୍ଜିନ ପଳାଇଲା ୫୦୦ମିଟର, ଯାତ୍ରୀ ସୁରକ୍ଷିତ ଥିବା ସୂଚନା

ହାଓଡା- ପୁରୀ ସୁପରଫାଷ୍ଟ ଟ୍ରେନରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ନେକୃଷୁଣି ଷ୍ଟେସନରେ ଅଘଟଣ।  ଘଟଣା ସ୍ଥଳରେ ପହଞ୍ଚି ମରାମତି କଲା ରେଳ ବିଭାଗ।  ଟ୍ରେନ ସହ ବଗି ସଂଯୋଗ ପରେ ୫  ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ।

ଜଳେଶ୍ବର(କେନ୍ୟୁଜ୍): ଇଞ୍ଜିନରୁ ଅଲଗା ହେଲା ବଗି। ବଗିକୁ ଛାଡି ଟ୍ରେନ ପଳାଇଲା ୫୦୦ମିଟର। ହାଓଡା- ପୁରୀ ସୁପରଫାଷ୍ଟ ଟ୍ରେନରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ନେକୃଷୁଣି ଷ୍ଟେସନରେ ଅଘଟଣ।  ଘଟଣା ସ୍ଥଳରେ ପହଞ୍ଚି ମରାମତି କଲା ରେଳ ବିଭାଗ।  ଟ୍ରେନ ସହ ବଗି ସଂଯୋଗ ପରେ ୫  ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ।  ଅଘଟଣ ସତ୍ତ୍ବେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.