ଟିକା ନେବାକୁ କସରତ: ଇଟା ରଖି ଲମ୍ୱା ଲାଇନରେ ଛିଡା ହେଉଛନ୍ତି ଲୋକେ

ସୋର (କେନ୍ୟୁଜ) : ଟୀକା ପାଇଁ ଇଟା । ସାରା ରାତି ଲାଇନରେ ଇଟା ରଖି ଜଗୁଛନ୍ତି ଲୋକ । ଦୈନିକ ୨ଶହ ଟିକା ଦିଆଯାଉଥିବାେଳେ ଲାଇନ ଲଗାଉଛନ୍ତି ଶହ ଶହ ଲୋକ । ବାଲେଶ୍ୱର ଜିଲ୍ଲା ସୋର ବଜାରଠାରୁ ୧୨ କିଲୋମିଟର ଦୂର ମାଣିପୁର ଟିକା କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଗତକାଲି ସକାଳେ ୪୫ବଷର୍ରୁ ଉର୍ଦ୍ଧ ଲୋକଙ୍କୁ ଟିକା ଦେବା ପାଇଁ ଘୋଷଣା ପରେ ଲୋକଙ୍କ ପ୍ରବଳ ଭିଡ ଜମିଛି।

Leave A Reply

Your email address will not be published.