ଭିଜିଲାନ୍ସ ଜାଲରେ କିରାଣି, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପଡ଼ିଲେ ଧରା

ଭିଜିଲାନ୍ସ ଜାଲରେ କିରାଣି । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ।

ହରଭଙ୍ଗା : ଭିଜିଲାନ୍ସ ଜାଲରେ କିରାଣି । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶିକ୍ଷୟିତ୍ରୀ ଅନସୂୟା ନାୟକଙ୍କ ପ୍ରୋସିଡିଂ ଫାଇଲ କ୍ଲିଅର କରିବା ପାଇଁ ସେ ୪୦ ହଜାର ଟଙ୍କା ମାଗିଥିଲେ । ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ବୌଦ୍ଧ ଭିଜିଲାନ୍ସ । ଏନେଇ ତଦନ୍ତ ଜାରି ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.