ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର

ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର । ସକାଳ ୯ଟାରେ ବ୍ରହ୍ମପୁରରେ ପହଂଚି ଆରଡିସି କାର୍ଯ୍ୟାଳୟର ସମିଳନୀ କକ୍ଷରେ ଇ-ସେବା ତାଲିମ କର୍ମଶାଳାରେ ଯୋଗଦେଇଥିଲେ।

ଇ-ସେବା ପ୍ରଦାନ ନେଇ କିଛି ଆଇନଜୀବୀ ଙ୍କୁ ତାଲିମ ପ୍ରଦାନ କରାଯାଉଛି । ପରେ ବ୍ରହ୍ମପୁର ଜିଲ୍ଲା କୋର୍ଟର ବିଚାରପତି ଓ ଗଂଜାମ ଓକିଲ ସଂଘର କର୍ମକର୍ତ୍ତା ଓ ସଦସ୍ୟଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.