Below header
Browsing Tag

High Court Chief Justice

ହାଇକୋର୍ଟ ମୁଖ୍ୟ ବିଚରାପତି ଟିବି ରାଧାକ୍ରିଷ୍ଣନଙ୍କ ପରଲୋକ, ଦୀର୍ଘଦିନରୁ ହସପିଟାଲରେ ଥିଲେ ଚିକିତ୍ସାଧୀନ

ହାଇକୋର୍ଟର ପୂର୍ବ ଚିଫ ଜଷ୍ଟିସ ଟି ବି ରାଧାକ୍ରିଷ୍ଣନଙ୍କ ୬୩ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘଦିନରୁ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେ କେରଳ, ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନା, କୋଲକତା ହାଇକୋର୍ଟର ଚିଫ ଜଷ୍ଟିସ ଭାବେ କାର୍ଯ୍ୟ କରିସାରିଛନ୍ତି । ଏହାସହିତ ସେ କେରଳ ଲିଗାଲ ସର୍ଭିସ…

ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର

ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର । ସକାଳ ୯ଟାରେ ବ୍ରହ୍ମପୁରରେ ପହଂଚି ଆରଡିସି କାର୍ଯ୍ୟାଳୟର ସମିଳନୀ କକ୍ଷରେ ଇ-ସେବା ତାଲିମ କର୍ମଶାଳାରେ ଯୋଗଦେଇଥିଲେ। ଇ-ସେବା ପ୍ରଦାନ ନେଇ କିଛି ଆଇନଜୀବୀ ଙ୍କୁ ତାଲିମ ପ୍ରଦାନ କରାଯାଉଛି । ପରେ…

ମୁଖ୍ୟ ବିଚାରପତି ସ୍ତରରେ ବ୍ୟାପକ ଅଦଳ ବଦଳ: ଜାଣନ୍ତୁ କେଉଁ ରାଜ୍ଯର ହାଇକୋର୍ଟରେ କିଏ ରହିବେ ମୁଖ୍ୟ

କେନ୍ଯୁଜ୍: ମୁଖ୍ୟ ବିଚାରପତି ସ୍ତରରେ ବ୍ୟାପକ ଅଦଳ ବଦଳ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଯିବେ ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ମହମ୍ମଦ ରଫିକ୍‌ । ସୁପ୍ରିମକୋର୍ଟ କଲେଜିୟମ୍‌ ଏହି ସୁପାରିଶ କରିଛନ୍ତି । ସେହିଭଳି ଜଷ୍ଟିସ୍‌…

୬୦ନଂ NHର ଲକ୍ଷ୍ମଣନାଥରେ ଜଳେଶ୍ଵର କୋର୍ଟ ଗୃହ ଉଦ୍‌ଘାଟିତ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

କେନ୍ୟୁଜ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥଠାରେ ଆଜି ନୂତନ ଜଳେଶ୍ଵର କୋର୍ଟ ଗୃହ ଉଦ୍‌ଘାଟିତ ହୋଇଛି । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ଦ୍ଵାରା ଭିଡିଓ କନ୍‌ଫରେନ୍ସିଂରେ ଏହା ଉଦ୍‌ଘାଟିତ ହୋଇଥିଲା। ଏକ କୋଟି ୩୮ଲକ୍ଷ ଟଙ୍କା ବ୍ୟୟ…