ରାୟଗଡା: ଡଙ୍ଗରିଆ କନ୍ଧଙ୍କ ଆଖି ପରୀକ୍ଷା କରି ଯତ୍ନ ନେବା ପାଇଁ ତ୍ରିପାକ୍ଷିକ ଚୁକ୍ତି ଅନୁଷ୍ଠିତ, ଉପକୃତ ହେବେ ୯୯ ଟି ଗାଁର ପ୍ରାୟ ୨୬ ଶହ ପରିବାର

ରାୟଗଡା(କେନ୍ଯୁଜ୍): ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ଆଖି ପରୀକ୍ଷା କରି ଯତ୍ନ ନେବା ପାଇଁ ଏକ ତ୍ରିପାକ୍ଷିକ ଚୁକ୍ତି ଅନୁଷ୍ଠିତ ହୋଇଛି । ଓଡିଶା ଚକ୍ଷୁରୋଗ ଶିକ୍ଷା ନାମକ ସଂସ୍ଥା ସହିତ ଓପେଲିପ ଓ ଏଲ.ଭି ପ୍ରସାଦ ଆଖି ଡାକ୍ତରଖାନା ମିଳିତ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି  ।

ଏହା ଦ୍ୱାରା ୯୯ ଟି ଗାଁର ପ୍ରାୟ ୨୬ ଶହ ପରିବାର ଉପକୃତ ହେବେ । ଏହାଫଳରେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ଚକ୍ଷ୍ୟୁ ରୋଗରରୁ ମୁକ୍ତି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.