Below header

ନକଲି ସିବିଆଇ ଅଧିକାରୀ ଗିରଫ

ନକଲି ସିବିଆଇ ଅଧିକାରୀ ଗିରଫ । ଚାକିରି ଦେବା ନଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ସୁନ୍ଦରଗଡ଼ରୁ ଠକକୁ ଗିରଫ କରିଛି ପୋଲିସ ।

ସୁନ୍ଦରଗଡ଼ : ନକଲି ସିବିଆଇ ଅଧିକାରୀ ଗିରଫ । ଚାକିରି ଦେବା ନଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ସୁନ୍ଦରଗଡ଼ରୁ ଠକକୁ ଗିରଫ କରିଛି ପୋଲିସ । ତା ନାଁ ଉମେଶ ତନ୍ତୀ । ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ପଣ୍ଡରୀଢିପାରୁ ତାକୁ ଗିରଫ କରାଯାଇଛି । ସିବିଆଇ ଅଫିସର ପରିଚୟ ଦେଇ ବିଭିନ୍ନ ଗାଁରେ ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେବ କହୁଥିଲା । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଛି ଉମେଶ । ୪ ଜଣ ଚାକିରି ଆଶାୟୀଙ୍କଠାରୁ ନେଇ ୨ ଲକ୍ଷ ୨୫ ହଜାର ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.