Below header

ନାମ ଅସଲି ଜିନିଷ ନକଲି: ବଲାଙ୍ଗିରରୁ ନାମିଦାମୀ କମ୍ପାନୀର ନକଲି ପୋଷାକ ଜବତ

ବିଭିନ୍ନ ନାମିଦାମୀ କମ୍ପାନୀ ର ଲଗୋ ବ୍ୟବହାର କରି କମ ମୁଲ୍ୟର ପୋଷାକ ରେ ଲଗାଇ ଅଦିକ ଦାମ ରେ ବିକ୍ରି କରାଯାଉଥିଲା।  ଏନେଇ ଦିପେଶ ଗୁପ୍ତାଙ୍କ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ସହରରେ ପୋଲିସ ଲଖାନୀ କପଡା ଦୋକାନ ଓ ଗୋଦାମରେ ଚଡାଉ କରି ବିଭିନ୍ନ ନାମିଦାମୀ କମ୍ପାନୀର ପୋଷାକ ଜବତ କରିଛି। ଏହାର ଆନୁ ମାନିକ ମୁଲ୍ୟ ପ୍ରୁା ୪୫ ଲକ୍ଷ ଟଙ୍କା ହେେବ ବୋଲି ଜଣା ପଡିଛି।

ବିଭିନ୍ନ ନାମିଦାମୀ କମ୍ପାନୀ ର ଲଗୋ ବ୍ୟବହାର କରି କମ ମୁଲ୍ୟ ର ପୋଷାକ ରେ ଲଗାଇ ଅଦିକ ଦାମ ରେ ବିକ୍ରି କରାଯାଉଥିଲା।  ଏନେଇ ଦିପେଶ ଗୁପ୍ତାଙ୍କ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୋକାନ ମାଲିକ ରାଜେଶ ଲଖାନୀକୁ ଗିରଫ କରି କୋର୍ଟ ଚଲାଣ କରାଯାଇଛି। ଏନେଇ ଏବେ ବି ତଦନ୍ତ ଜାରୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.