Below header

ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଅଟକ, ନୟାଗଡ଼ ରଣୁପୁରରୁ ବିଳମ୍ବିତ ରାତିରେ ଉଠାଇ ଆଣିଲେ ପୋଲିସ୍

ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣା । ରମେଶ ସ୍ୱାଇଁ ଡ୍ରାଇଭର ଅଟକ । ଅଟକ ରଖିଲା ମହିଳା ଥାନା ପୋଲିସ । ନୟାଗଡ଼ ରଣୁପୁରରୁ ଡ୍ରାଇଭରକୁ ବିଳମ୍ବିତ ରାତିରେ ଉଠାଇ ଆଣିଲେ ପୋଲିସ ।

ଡ୍ରାଇଭର ଚିତ୍ତ ରଞ୍ଜନ ପଟ୍ଟନାୟକକୁ ପଚରାଉଚରା କରୁଛି ପିଙ୍କ ଟିମ୍‌ । ଗତକାଲି ନକଲି ଡାକ୍ତର ରମେଶ ସ୍ୱାଇଁର ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.