Browsing Tag

fake doctor

ନକଲି ଆଦିବାସୀ ଜାତି ପ୍ରମାଣ ପତ୍ର ଦେଖାଇ ଚାକିରି କରିଥିବା ଡାକ୍ତର ଗିରଫ, ଅଭିଯୋଗ କଲେ ସାନ ଭାଇ

ରୋଗୀମାନେ ଡାକ୍ତରଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତି । କାରଣ ଡାକ୍ତରମାନେ ହିଁ ସେମାନଙ୍କ ପାଇଁ ଦ୍ୱିତୀୟ ଭଗବାନ । କିନ୍ତୁ ଡାକ୍ତରମାନେ ଯଦି ମିଛ କହି ରୋଗୀଙ୍କ ଚିକିତ୍ସା କରିବେ ତେବେ ରୋଗୀ କାହା ଉପରେ ବା ଭରଷା କରିବ । ତେବେ ଆମେ ଏପରି ଜଣେ ଡାକ୍ତରଙ୍କ କଥା କହୁଛୁ ଯିଏ ଚାକିରି…

ଫିସ୍ ଥିଲା ଅସଲି କିନ୍ତୁ ଡାକ୍ତର ବାହାରିଲେ ନକଲି

ଡାକ୍ତର ନକଲି କିନ୍ତୁ ଫିସ୍ ନେଉଥିଲେ ଅସଲି । ପୁଣି ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ । କ୍ୱାଲିଫିକେସନ ଯୁକ୍ତ ଦୁଇ ପାସ୍। ହେଲେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍ସର ଅଭିଜ୍ଞ ଡାକ୍ତର କହି ରୋଗୀଙ୍କୁ କରୁଥିଲେ ଚିକିତ୍ସା। ବିଭିନ୍ନ ସ୍ଥାନରେ କ୍ଲିନିକ କରି ରୋଗୀଙ୍କୁ ଦେଖି ରୋଜଗାର…

ନକଲି ଡାକ୍ତର ଗିରଫ, ମିଛ କହି ଔଷଧ ଦୋକାନରେ ଚିକିତ୍ସା କରୁଥିଲେ

ବ୍ରହ୍ମପୁର : ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ଏକ ଔଷଧ ଦୋକାନ ରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ  l  ଏକ ଔଷଧ ଦୋକାନକୁ ନକଲି ଡାକ୍ତର ଜଣକ ଦୀର୍ଘ ଦିନ ହେଲା ସପ୍ତାହକୁ ଦୁଇ / ଚାରି ଦିନ ଆସି ରୋଗୀ ଚିକିତ୍ସା କରିଆସୁଥିଲେ l…

ରାଜଧାନୀରେ ମାତିଛନ୍ତି ଠକ, ନିଜକୁ ଡାକ୍ତର ପରିଚୟ ଦେଇ ଦୋକାନରୁ ନେଇ ଗଲେ ଟିଭି

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ମାତିଛନ୍ତି ଠକ। ନିଜକୁ ଡାକ୍ତର ପରିଚୟ ଦେଇ ଦୋକାନରୁ ଟିଭି ଓ ୱାଟର ପ୍ୟୁରିଫାୟାର ନେଇ ମାରିଲେ ଛୁ। ନିଜକୁ ଡାକ୍ତର ବିକାଶ ବୋଲି ପରିଚୟ ଦେଇ ଭୁବନେଶ୍ୱରର ଦୁଇ ଦୁଇଟି ଦୋକାନ ସହ ଉବେର ଡ୍ରାଇଭରଙ୍କୁ ମଧ୍ୟ ଲୁଟିଛନ୍ତି। ସମସ୍ତଙ୍କୁ ଅତି ସହଜରେ ଚୁନା…

ନିଜକୁ ଡାକ୍ତର କହି ପ୍ରସୂତି ବିଭାଗର ବୁଲୁଥିଲେ ଯୁବକ, ଧରିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଧରାପଡ଼ିଲା ନକଲି ଡାକ୍ତର । ସ୍ତ୍ରୀ ଓ ପ୍ରସୂତି ବିଭାଗର ୱାର୍ଡ ବୁଲିବାକୁ ଯାଇଥିବା ବେଳେ ନକଲି ଡାକ୍ତରଙ୍କୁ ଠାବ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗର ସିକ୍ୟୁରିଟି ଗାର୍ଡଙ୍କୁ…

ଜାଲ୍‌ ଡାକ୍ତର ଠାବ କରିବାକୁ ଓଡିଶା ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ, ଚିହ୍ନଟ ହେବେ ନକଲି

କଟକ(କେନ୍ୟୁଜ୍);  ଜାଲିଆତି କରି ଡାକ୍ତରୀ ପେସାକୁ ଆସିଥିବା ଡାକ୍ତର ଧରା ହେବେ । ରାଜ୍ୟରେ ଚିହ୍ନଟ ହେବେ ନକଲି ଡାକ୍ତର। ଆଉ ଯଦି ଧରାପଡିବେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଡାକ୍ତରୀ ପେସାରେ ଥିବା ସମସ୍ତଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯିବ। ରାଜ୍ୟରେ କାର୍ଯ୍ୟରତ ସବୁ ଡାକ୍ତରଙ୍କ…

ଭୁବନେଶ୍ୱର କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାରସିଟି ଦାଖଲ କଲା ମହିଳା ଥାନା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣାକୁ ନେଇ ଭୁବନେଶ୍ୱର କୋର୍ଟରେ ରମେଶ ସ୍ୱାଇଁର ଚାରସିଟି ଦାଖଲ କଲା ମହିଳା ଥାନା ପୋଲିସ । ୯୪୦ ପୃଷ୍ଠାର ଚାରସିଟି ଦାଖଲ କରିଛି ପୋଲିସ। ଚାରସିଟି ରେ ୧୦୫ ଜଣ ସାକ୍ଷୀ ରହିଥିବା ନେଇ ସୂଚନା ମିଳିଛି। ଏହି ଚାରସିଟି ରେ ରମେଶ…

ସଜା ପାଇଲେ ନକଲି ଡାକ୍ତର, ୫ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା

ସୁନ୍ଦରଗଡ(କେନ୍ୟୁଜ୍): ସଜା ପାଇଲେ ନକଲି ଡାକ୍ତର। ୫ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା । ଜାଲ ଡାକ୍ତରୀ ସାର୍ଟିଫିକେଟ ଦେଇ ସରକାରୀ ଡାକ୍ତରଖାନାରେ ଚାକିରି କରିଥିଲେ ଝାରଖଣ୍ଡ ରାଜନଗର ଥାନା ଅନ୍ତର୍ଗତ ତିଆସରା ଗାଁର ପଦ୍ମନାଭ ମୁଖି କରୁଆ । ସେ ନକଲି ଡାକ୍ତରୀ ସାର୍ଟିଫିକେଟ…

ମଣିଷକୁ ପଶୁ ଭାବିଲେଣି ଏହି ଡାକ୍ତର, ଅଣ୍ଟା ବ୍ୟଥା ଜାଗାରେ ଦେଲେ ପଶୁ ଇଞ୍ଜେକ୍ସନ

ମୟୂରଭଞ୍ଜ (କେନ୍ୟୁଜ୍): ପୁଣି ଜଣେ ବ୍ୟକ୍ତି ନକଲି ଡାକ୍ତରଙ୍କ ଶିକାର। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଗ୍ରାମପଞ୍ଚାୟତ ଗୌଡିବାହାଳି ଗାଁର ଦୈତାରୀ ମହନ୍ତଙ୍କୁ ବି ନକଲି ଡାକ୍ତର ପଶୁ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି। ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ଦେଇଥିବା…

କି ସାହସ ଏମାନଙ୍କର! ମଣିଷକୁ ପଶୁଙ୍କ ଇଞ୍ଜେକ୍ସନ ଦେଲେ ନକଲି ଡାକ୍ତର

କରଞ୍ଜିଆ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ଦେବାକୁ ନେଇ ଉତ୍ତେଜନା ଦେଖାଦେଇଥିବାବେଳେ ସମ୍ପୃକ୍ତ ଠକ…

ଏଇ ପ୍ରକୃତ ସ୍ତ୍ରୀ ନକଲି ଡାକ୍ତର ରମେଶକୁ ଦେଉଥିଲା ସବୁ ବୁଦ୍ଧି, ମାଷ୍ଟର ମାଇଣ୍ଡ କମଳାକୁ ଝାଡ଼ଖଣ୍ଡରୁ ଗିରଫ କଲା…

କେନ୍ୟୁଜ୍: ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତିର୍କୀକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ୍‌ ପୋଲିସ। ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲା କମଳା । ପାରାଦୀପରେ ଡାକ୍ତରାଣୀ ଥିଲେ କମଳା। ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ୫ମ ଥର ପାଇଁ…

ରିମାଣ୍ଡରେ ଆସିବ ରମେଶର ଡ୍ରାଇଭର ଚିତ୍ତରଞ୍ଜନ ! ଆବେଦନ କରିବ ପିଙ୍କ୍‌ ଟିମ୍‌

ଭୁବନେଶ୍ବର(କେନ୍ୟୁଜ୍):ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକକୁ ରିମାଣ୍ଡରେ ଆଣିବ ପୋଲିସ। ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ପିଙ୍କ୍‌ ଟିମ୍‌। ଗିରଫ ପରେ ଧୂର୍ତ୍ତ ରମେଶ ସ୍ୱାଇଁ ବାବଦରେ ସେ ପିଙ୍କ୍‌ ଟିମକୁ କିଛି ତଥ୍ୟ ଦେଇଥିଲା । ରମେଶ କିପରି ମହିଳା ମାନଙ୍କୁ…