Below header

ଏଇ ପ୍ରକୃତ ସ୍ତ୍ରୀ ନକଲି ଡାକ୍ତର ରମେଶକୁ ଦେଉଥିଲା ସବୁ ବୁଦ୍ଧି, ମାଷ୍ଟର ମାଇଣ୍ଡ କମଳାକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ୍‌

କେନ୍ୟୁଜ୍: ଠକ ରମେଶ ସ୍ୱାଇଁଙ୍କ ଅସଲି ସ୍ତ୍ରୀ ଗିରଫ। ରମେଶଙ୍କ ଦ୍ୱିତୀୟ ସ୍ତ୍ରୀ କମଳା ତିର୍କୀକୁ ଝାଡଖଣ୍ଡରୁ ଗିରଫ କଲା କମିଶନରେଟ୍‌ ପୋଲିସ। ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲା କମଳା ।

ପାରାଦୀପରେ ଡାକ୍ତରାଣୀ ଥିଲେ କମଳା। ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ। ୫ମ ଥର ପାଇଁ ରମେଶଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ କମଳା ବିରୋଦରେ ମିଳିଥିଲା ପ୍ରମାଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.