Below header
Browsing Tag

fake doctor

ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଅଟକ, ନୟାଗଡ଼ ରଣୁପୁରରୁ ବିଳମ୍ବିତ ରାତିରେ ଉଠାଇ ଆଣିଲେ ପୋଲିସ୍

ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣା । ରମେଶ ସ୍ୱାଇଁ ଡ୍ରାଇଭର ଅଟକ । ଅଟକ ରଖିଲା ମହିଳା ଥାନା ପୋଲିସ । ନୟାଗଡ଼ ରଣୁପୁରରୁ ଡ୍ରାଇଭରକୁ ବିଳମ୍ବିତ ରାତିରେ ଉଠାଇ ଆଣିଲେ ପୋଲିସ । ଡ୍ରାଇଭର ଚିତ୍ତ ରଞ୍ଜନ ପଟ୍ଟନାୟକକୁ ପଚରାଉଚରା କରୁଛି ପିଙ୍କ ଟିମ୍‌ । ଗତକାଲି ନକଲି ଡାକ୍ତର ରମେଶ…

ଭୁବନେଶ୍ୱର ମହିଳା ଥାନାରେ ହାଜର ହେଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପ୍ରଥମ ପତ୍ନୀ, ସ୍ୱାଇଁଙ୍କ କଳା କାରନାମା ନେଇ…

ଭୁବନେଶ୍ୱର (କେନ୍ୟୁଜ): ନକଲି ଡାକ୍ତର ରମେଶ ସ୍ୱାଇଁର ଗୁମର ଖୋଲିବେ ପ୍ରଥମ ପତ୍ନୀ ଶାନ୍ତିଲତା। ଆଜି ଭୁବନେଶ୍ୱର ମହିଳା ଥାନାରେ ସେ ହାଜର ହୋଇଛନ୍ତି । ତାଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଥିଲା । ଧୂର୍ତ୍ତ ରମେଶ ସମ୍ପର୍କରେ ଶାନ୍ତିଲତାଙ୍କୁ ପଚରାଉଚରା କରାଯାଇଛି। ଉଚ୍ଚ ପଦବୀରେ ଚାକିରି…

ଠକ ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ: ପ୍ରସ୍ତୁତ ହୋଇଛି ପ୍ରାୟ ୧୦୦ ପ୍ରଶ୍ନ

ଭୁବନେଶ୍ବର(କେନ୍ଯୁଜ୍):ଠକ ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ। ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ। ଏନେଇ ରମେଶ ସ୍ୱାଇଁ ସହମତି ପ୍ରକାଶ କରିଛି। ପିଙ୍କ୍‌ ଟିମ୍‌ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା । ଆସନ୍ତା ସପ୍ତାହରେ ରମେଶର ଷ୍ଟେଟ୍‌ ଫୋରେନସିକ୍‌ ଲ୍ୟାବ୍‌ରେ ହେବ…

ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା , ପୋଲିସ ଜାରି କଲା ଠକେଇ ପାଇଁ ପ୍ରସ୍ତୁତ ହୋଇଥିବା ଭିଡିଓ

ଭୁବନେଶ୍ୱର (କେନ୍ୟୁଜ): ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା। ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ କରୁଥିଲା ଛଳନା। କେତେବେଳେ ଅସୁସ୍ଥତାର ବାହାନା କରି ସାଲାଇନ ଲଗାଇ ଫଟୋ ଉଠାଇ ମହିଳାଙ୍କୁ ପଠାଉଥିଲା ତ ଆଉ କେତେବେଳେ କାନ୍ଦିବାର ଭିଡିଓ ପଠାଉଥିଲା। ଆଉ ଏକ ଭିଡିଓରେ…

୩ୟ ଥର ରିମାଣ୍ଡରେ ଯିବ ରମେଶ ! ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିବ ପିଙ୍କ ଟିମ୍‌

କେନ୍ଯୁଜ୍: ଅପେରସନ ପିଙ୍କ୍‌ ଡାକ୍ତର। ଠକ ରମେଶକୁ ତୃତୀୟ ଥର ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପିଙ୍କ ଟିମ୍‌। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ କରିବ ଆବେଦନ। ଗୌହାଟିର ମହିଳାଙ୍କୁ ବିବାହ କରି ୨୧ ଲକ୍ଷ ଠକିଥିଲେ ରମେଶ। ସେହିପରି ଜଣେ ଠିକାଦାରଙ୍କୁ ୭୦ ହଜାର ଠକିଥିବା ନେଇ ପାହାଳ…

ବାକିରେ ଚାଲିଥିଲା ମହାଠକ ରମେଶ ସ୍ବାଇଁର ସବୁ ବ୍ୟବସାୟ, ମୁହଁ ଖୋଲିଲେ କେୟାରଟେକର

କେନ୍ୟୁଜ୍(ବ୍ୟୁରୋ): ଦିନ ଗଡୁଛି । ସାମ୍ନାକୁ ଆସୁଛି ନକଲି ଡାକ୍ତରର ନୂଆ ନୂଆ କାରନାମା । ମୁହଁ ଖୋଲିଲେ ଧୂର୍ତ୍ତ ରମେଶ ସ୍ୱାଇଁର କେୟାରଟେକର ନୃସିଂହ ରାଉତ । ବାକିରେ ସବୁ ବ୍ୟବସାୟ ଚାଲିଥିଲା । ୧୦ ବର୍ଷ ହେଲା କାମାକ୍ଷାନଗରରେ କ୍ଲିନିକ ଖୋଲି ଡାକ୍ତର ସାଜିଥିଲା ମହାଠକ ରମେଶ । ବନିଥିଲା…

ନିଜ ଅଞ୍ଚଳବାସୀଙ୍କୁ ବି ଛାଡିନି ନକଲି ଡାକ୍ତର ରମେଶ ସ୍ୱାଇଁ: ଜଣେ ବେପାରୀଙ୍କୁ ଚୂନ ଲଗାଇଛି ୩୮ ହଜାରରୁ ଅଧିକ ଟଙ୍କା

ମାର୍ଶାଘାଇ(କେନ୍ଯୁଜ୍): ନକଲି ଡାକ୍ତର ରମେଶ ସ୍ୱାଇଁର କଳା କାରନାମାରେ ଯୋଡି ହୋଇଛି ଆଉ ଏକ ଫର୍ଦ । ନିଜ ଅଞ୍ଚଳବାସୀଙ୍କୁ ଚୂନ ଲଗାଇଛି ରମେଶ । ସାବତ ଭାଇ ସନ୍ତୋଷ ସ୍ୱାଇଁଙ୍କ ସହ ମିଶି କୁକୁଡା ଫାର୍ମ କରିଥିଲେ । କୁକୁଡା ଦାନା ବେପାରୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଏନେଇ ପାଟକୁରା…

ଠକ ଡାକ୍ତର ଠକାମୀର ଆଉ ଏକ ଫର୍ଦ୍ଦ: ଗୌହାଟୀର ସରକାରୀ ଡାକ୍ତରାଣୀଙ୍କୁ ରମେଶ ସ୍ୱାଇଁ ଲଗାଇଛି ୨୧ ଲକ୍ଷ ଟଙ୍କାର ଚୂନ

କେନ୍ୟୁଜ୍(ବ୍ୟୁରୋ): ନକଲି ଡାକ୍ତରର ୧୯ ନମ୍ବର ପତ୍ନୀଙ୍କ ଅଭିଯୋଗ । ଗୌହାଟୀର ଜଣେ ସରକାରୀ ଡାକ୍ତରାଣୀଙ୍କୁ ଧୂର୍ତ୍ତ ରମେଶ ସ୍ୱାଇଁ ଲଗାଇଛି ୨୧ ଲକ୍ଷ ଟଙ୍କାର ଚୁନ । ଗୌହଟୀରେ ଫ୍ଲାଟ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନା ରେ ଅଭିଯୋଗ କରିଛନ୍ତି ମହିଳା । ୨୦୨୧ ମେରେ କରୋନା…

ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ, ସ୍ୱାମୀ ସହ ମିଶି ଭାଇକୁ କରୁଥିଲେ ସହଯୋଗ

ଭୁବନେଶ୍ବର(କେନ୍ଯୁଜ୍): ନକଲି ଡାକ୍ତର ରମେଶ ସ୍ୱାଇଁର ଭଉଣୀ ରଶ୍ମିତା ଗିରଫ । ପଚରାଉଚରା ପରେ ତାକୁ ଗିରଫ କରିଛି କମିଶନରେଟ ପୋଲିସ । ଠକେଇରେ ରମେଶକୁ ଭଉଣୀ ଓ ତାଙ୍କ ସ୍ୱାମୀ ସହଯୋଗ କରୁଥିବା ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ଭଉଣୀ ରଶ୍ମିତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଭୁବନେଶ୍ୱର…

ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ, ଲମ୍ବି ଚାଲିଛି ଠକେଇ ତାଲିକା

ଭୁବନେଶ୍ବର(କେନ୍ଯୁଜ୍): ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଲମ୍ବି ଚାଲିଛି ଠକେଇ ତାଲିକା। ୫ ଦିନିଆ ରିମାଣ୍ଡ ବେଳେ ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ । ଆଠଗଡ଼ ଖୁଣ୍ଟୁଣି ଅଞ୍ଚଳରେ ରହିଛି ରମେଶର ଆଉ ଏକ ଫାର୍ମ ହାଉସ୍‌। ସେହି…

ରସିକିଆ ନକଲି ଡ଼ାକ୍ତରଙ୍କ ବିରୋଧ ଲମ୍ବି ଚାଲିଛି ତାଲିକା, ପୁଣି ୧୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ୱର (କେନ୍ୟୁଜ ): ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ଠକେଇ ତାଲିକା ଲମ୍ବିବାରେ ଲାଗିଛି । କମିଶନରେଟ ପୋଲିସ ରମେଶର ଭଉଣୀକୁ ଉଠାଇ ଆଣି ଭୁବନେଶ୍ୱର ମହିଳା ଥାନାରେ ରଖି ପଚରାଉଚୁରା କରିଛି । ଠକେଇ ସିଣ୍ଡିକେଟରେ ଭଉଣୀ ଓ ଭିଣୋଇ ସାମିଲ ଥିବା ସୂଚନା ମିଳିଛି । ଅଧିକ ପଚରାଉଚରା…

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲା: କମିଶନରେଟ ପୋଲିସର କେନ୍ଦ୍ରାପଡାରେ ଚଢାଉ, ଭଉଣୀ ଅଟକ

ଭୁବନେଶ୍ବର(କେନ୍ଯୁଜ୍): ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲାରେ କମିଶନରେଟ ପୋଲିସର କେନ୍ଦ୍ରାପଡାରେ ଚଢାଉ । ଈଶ୍ୱରପୁର ଗାଁରେ ଚଢାଉ କରିଛି ପୋଲିସ । ରମେଶର ଭଉଣୀକୁ ଅଟକ ରଖାଯାଇଛି । ଠକାମୀରେ ରମେଶର ଭଉଣୀର ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି…