କଟକ: ମଙ୍ଗୁଳିରୁ ଅପମିଶ୍ରିତ ତେଲ ଗୋଦାମ ଠାବ, ୫ କୋଟି ଟଙ୍କାର ତେଲ ଓ ଯନ୍ତ୍ରାଂଶ ଜବତ

କଟକ ଟାଙ୍ଗୀ ଥାନା ମଙ୍ଗୁଳି ଅଞ୍ଚଳରୁ ଅପମିଶ୍ରିତ ତେଲ ଗୋଦାମ ଠାବ । ବ୍ରାହ୍ମଣେଇ ଠାକୁରାଣୀ ରାସ୍ତା କ଼ଡରେ ଥିବା ଏକ ତେଲ ଗୋଦାମରେ ଅଚାନକ ଚଢ଼ାଉ କରିଛି ଗ୍ରାମାଞ୍ଚଳ ଜିଲ୍ଲା ପୋଲିସ । ପ୍ରାୟ ୫ କୋଟି ଟଙ୍କାର ଅପମିଶ୍ରିତ ତେଲ ଓ ଯନ୍ତ୍ରାଂଶ ଜବତ ହୋଇଛି । ଗୋଦାମର ମାଲିକ ଗଜାନନ୍ଦ ଗୁପ୍ତାଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ମୁତାବକ, ଅପମିଶ୍ରିତ ତେଲ ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋର ଆଦି ରାଜ୍ୟକୁ ବିକ୍ରି କରାଯାଉଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.