Below header
Browsing Tag

fake oil refinery seized

କଟକ: ମଙ୍ଗୁଳିରୁ ଅପମିଶ୍ରିତ ତେଲ ଗୋଦାମ ଠାବ, ୫ କୋଟି ଟଙ୍କାର ତେଲ ଓ ଯନ୍ତ୍ରାଂଶ ଜବତ

କଟକ ଟାଙ୍ଗୀ ଥାନା ମଙ୍ଗୁଳି ଅଞ୍ଚଳରୁ ଅପମିଶ୍ରିତ ତେଲ ଗୋଦାମ ଠାବ । ବ୍ରାହ୍ମଣେଇ ଠାକୁରାଣୀ ରାସ୍ତା କ଼ଡରେ ଥିବା ଏକ ତେଲ ଗୋଦାମରେ ଅଚାନକ ଚଢ଼ାଉ କରିଛି ଗ୍ରାମାଞ୍ଚଳ ଜିଲ୍ଲା ପୋଲିସ । ପ୍ରାୟ ୫ କୋଟି ଟଙ୍କାର ଅପମିଶ୍ରିତ ତେଲ ଓ ଯନ୍ତ୍ରାଂଶ ଜବତ ହୋଇଛି । ଗୋଦାମର ମାଲିକ ଗଜାନନ୍ଦ…