ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ: ଜଣେ ମୃତ ,ଜଣେ ଗୁରୁତର

ଭଞ୍ଜନଗର (କେନ୍ୟୁଜ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ । ଜଣେ ମୃତ ,ଜଣେ ଗୁରୁତର । ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗି – ଖାରିଗୁଡା ରାସ୍ତାରେ ଘଟିଛି ଘଟଣା । ମୃତ ଯୁବକ ହେଲେ କାଳିଆଗୁଡା ଗ୍ରାମର। ଅନ୍ୟପଟେ ଗୁରୁତର ଆହତ ଯୁବକକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.