Below header

ୟୁକ୍ରେନର ସୁମିରୁ ଉଦ୍ଧାର ହେଲେ ୧୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ, ଦୁଇ ସପ୍ତାହ ହେଲା ଫସି ରହିଥିଲେ

କେନ୍ଯୁଜ୍: ୟୁକ୍ରେନର ସୁମିରୁ ଉଦ୍ଧାର ହେଲେ ଆଉ ୭୦୦ ଭାରତୀୟ ଛାତ୍ରଛାତ୍ରୀ । ୧୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ଉଦ୍ଧାର ହୋଇଛନ୍ତି । ଏହି ସବୁ ଛାତ୍ରଛାତ୍ରୀ ଦୁଇ ସପ୍ତାହ ହେଲା ସେଠାରେ ଫସି ରହିଥିଲେ, ଯୁଦ୍ଧ ମଧ୍ୟରେ ବାହାରିପାରିନଥିଲେ ।

ଗତକାଲି ସୁମିରେ ଯୁଦ୍ଧ ବିରତି ଲାଗୁ ପେରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଛାତ୍ରଛାତ୍ରୀ ଆଜି ସଂଧ୍ୟା ସୁଦ୍ଧା ରେଳ ଷ୍ଟେସନରେ ପହଞ୍ଚିବେ । ପରେ ଏମାନଙ୍କୁ ପୋଲାଣ୍ଡ ବୋର୍ଡରକୁ ନିଆଯିବ । ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ୮୦୦ ଜଣଙ୍କୁ ଭାରତ ଅଣାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.