Browsing Tag

Ukraine war

ୟୁକ୍ରେନକୁ ୧୪ ଚ୍ୟାଲେଞ୍ଜର ଟ୍ୟାଙ୍କ୍‌ ଓ ୩୦ ତୋପ ଦେବ ବ୍ରିଟେନ୍‌, ଡେନିପ୍ରୋରେ ମିଜାଇଲ ମାଡରେ ୨୧ ମୃତ

କ୍ୱିବ୍‌ : ୟୁକ୍ରେନର ଡେନିପ୍ରୋ ସହରରେ ଥିବା ଏକ ବହୁତଳ ପ୍ରାସାଦ ଉପରେ ରୁଷ ମିଜାଇଲ ମାଡ ହେବା ଯୋଗୁ ୨୧ ଲୋକଙ୍କର ପ୍ରାଣହାନୀ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । କିଛି ଗୁରୁତର ଆହତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣରେ ୭୩ ଲୋକ ଗୁରୁତର…

ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ପୂରିଲା ୮ ମାସ, ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଜେଲେନସ୍କି କହିଲେ କିଛି ଏମିତି

କେନ୍ୟୁଜ୍: ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ପୂରିଲା ୮ ମାସ । ଫେବ୍ରୁଆରୀ ୨୪ ତାରିଖରେ ୟୁକ୍ରେନ୍‌ ଉପରେ ହମଲା କରିଥିଲା ରୁଷିଆ । ଏହା ଭିତରେ ୮ ମାସ ବିତି ଯାଇଛି । ବ୍ୟାଟଲ ଗ୍ରାଉଣ୍ଡରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜୋରଦାର ହେଉଛି । ଦେଶବାସୀଙ୍କୁ ସମ୍ବୋଧିତ କରି ୟୁକ୍ରେନ୍‌ ରାଷ୍ଟ୍ରପତି…

ଯୁଦ୍ଧରେ ବିଫଳ ହୋଇଛନ୍ତି ପୁଟିନ୍‌: ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ୍‌ ଛଡ଼ାଇ ନେବାକୁ ବିରୋଧ

କେନ୍ୟୁଜ୍(ବ୍ୟୁରୋ): ଜୋରଜବରଦସ୍ତ ଭୋଟିଂ କରି ୟୁକ୍ରେନ୍‌ର ଭୂମିକୁ ଛଡ଼ାଇ ନେଇଛି ରୁଷ୍‌ । ଏଭଳି ଜବରଦସ୍ତି ଦଖଲକୁ କେବେ ବି ସ୍ୱୀକୃତି ମିଳିବନି । ଏକଥା କହିଛନ୍ତି ନାଟୋ ମୁଖ୍ୟ ଜେନ୍‌ସ ଷ୍ଟୋଲଟେନ୍‌ବର୍ଗ । ସେ କହିଛନ୍ତି, ରୁଷ୍‌ ଛଡ଼ାଇ ନେଇଥିବା ୪ ଅଞ୍ଚଳ ୟୁକ୍ରେନ୍‌ର ଥିଲା, ଆଉ ରହିବ ।…

ଜାପୋରଝିଆ ଆଣବିକ କେନ୍ଦ୍ରରେ ରୁଷ୍‌ର ଉପସ୍ଥିତି ପୂରା ୟୁରୋପ ପାଇଁ ବିପଦ, ଯେକୌଣସି ମୁହୂର୍ତ୍ତରେ ବି ହୋଇପାରେ ବିକିରଣ

ରୁଷ୍‌ର ଆଣବିକ ଶିଳ୍ପ ଉପରେ କଠୋର କଟକଣା ଲଗାଯାଉ। ଏମିତି ଆହ୍ଵାନ ଦେଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କି। ଜାପୋରଝିଆ ଆଣବିକ କେନ୍ଦ୍ରରେ ବଢ଼ୁଥିବା ବିପଦ ପାଇଁ ରୁଷ୍‌ ଆଣବିକ ଶିଳ୍ପ ଉପରେ କଠୋର କଟକଣା ଲଗାଇବାକୁ ମିତ୍ରରାଷ୍ଟ୍ରଙ୍କୁ କହିଛନ୍ତି ଜେଲେନ୍‌ସ୍କି।…

ଭୟଙ୍କର ପର୍ଯ୍ୟାୟରେ ରୁଷ-ୟୁକ୍ରେନ୍ ଲଢ଼େଇ, ୪୩ ହଜାର ରୁଷ ସୈନ୍ୟ ପ୍ରାଣ ହରାଇଥିବା ଦାବି କଲା ୟୁକ୍ରେନ

ନୂଆଦିଲ୍ଳୀ : ଭୟଙ୍କର ପର୍ଯ୍ୟାୟରେ ରୁଷ-ୟୁକ୍ରେନ୍ ଲଢ଼େଇ । ଆଉ ଏକତରଫା ହୋଇ ରହିନାହିଁ ଯୁଦ୍ଧ । ୟୁକ୍ରେନ୍ ସହର ଉପରେ ଯେତିକି ମିସାଇଲ ବର୍ଷୁଛି । ଏହାର କଡା ଜବାବ ଦେଉଛି ୟୁକ୍ରେନ ସେନା । ରୁଷ ସେନା ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ଜେଲେସ୍କି ସେନା । ବର୍ତ୍ତମାନ ସୁଦ୍ଧା ୪୩ ହଜାର ରୁଷ…

ଯୁଦ୍ଧ କ୍ଷତିଗ୍ରସ୍ତ ବିଲ୍ଡିଂ ଉପରେ ଚଢ଼ି ଛାତ୍ରଛାତ୍ରୀ କରାଇଲେ ଗ୍ରୁପ୍‌ ଫଟୋଶୁଟ୍‌, ସୋସିଆଲ ମିଡିଆରେ ଭାଇରାଲ

ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ଏକ ସ୍କୁଲର ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ବିଲ୍ଡିଂ ସମ୍ମୁଖରେ ନିଜର ଗ୍ରୁପ୍‌ ଫଟୋ ଉଠାଇଛନ୍ତି। ଛାତ୍ରଛାତ୍ରୀମାନେ ଫଟୋଶୁଟ୍‌ କରାଇବା ପାଇଁ କ୍ଷତିଗ୍ରସ୍ତ ବିଲ୍ଡିଂକୁ ହିଁ ବ୍ୟାକ୍‌ଗ୍ରାଉଣ୍ଡ ରୂପେ ଚୟନ…

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୧୦୦ ଦିନ: ନା’ ଅଟକୁଛି ପୁଟିନ୍‌ ସେନା ନା’ ହାର ମାନୁଛନ୍ତି ୟୁକ୍ରେନ୍‌ବାସୀ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଆଜି ଜୁନ୍‌ ୩ରେ ୧୦୦ ଦିନ ହୋଇଛି। କିନ୍ତୁ ଏବେ ଯାଏଁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ରୁଷ୍‌କୁ ପ୍ରଥମେ ଲାଗିଥିଲା ଯେ ସେମାନେ ମାତ୍ର କିଛି ଦିନରେ ହିଁ ଯୁଦ୍ଧ ସାରି ଦେବେ। କିନ୍ତୁ ୟୁକ୍ରେନ୍‌ ତାଙ୍କୁ କଡ଼ା ଟକ୍କର ଦେଇଛି। ଏହି ଯୁଦ୍ଧ…

ୟୁକ୍ରେନ୍‌ ସେନାରେ ସାମିଲ ହେଲେ ଅଲମ୍ପିକ୍‌ ସୁଟର କ୍ରିଷ୍ଟିନା ଦିମିତ୍ରେଙ୍କୋ, ହାତରେ AK-203 ଧରି ରୁଷ୍‌ ସେନାକୁ…

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧ ଥମିବାର ନାଁ ଧରୁନି। ଏହି ଯୁଦ୍ଧରେ ଇତି ମଧ୍ୟରେ ଦୁଇ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏଥିରେ ଅଧିକାଂଶ ସୈନ୍ୟ ବାହିନୀର ଯବାନ୍‌ ଅଛନ୍ତି। ଯୁଦ୍ଧରେ ନିଜ ଦେଶର ଲୋକଙ୍କୁ ସାମିଲ ହେବାକୁ ୟୁକ୍ରେନ୍‌ ପକ୍ଷରୁ ଆହ୍ଵାନ କରାଯାଇଛି।…

ପୁଣି ୬୦୦୦ କୋଟିର ସହାୟତା ଦେବ ଆମେରିକା ! ଖୁବଶୀଘ୍ର କରିବ ଘୋଷଣା

ଅତିରିକ୍ତ ୬ ହଜାର କୋଟିର ସାମରିକ ସହାୟତା ଦେବ ଆମେରିକା । ୟୁକ୍ରେନକୁ ମିଳିବ ଅଧିକ ଆମେରିକା ସାମରିକ ସହାୟତା । ପୁଣି ୬୦୦୦ କୋଟିର ସହାୟତା ଦେବ ଆମେରିକା । ଖୁବଶୀଘ୍ର ଆମେରିକା କରିବ ଘୋଷଣା । ବାଇଡେନ ଅତିରିକ୍ତ ସହାୟତା ପାଇଁ ଗତକାଲି କହିଛନ୍ତି । ପୂର୍ବରୁ ୨୨ ହଜାର ୫୦୦ କୋଟିର ସହାୟତା…

୫୪ ଦିନରେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ପୁଟିନ୍‌ ବାହିନୀର ଲକ୍ଷ ଲକ୍ଷ ଯବାନଙ୍କୁ ମାରିଲେଣି ଜେଲେନ୍‌ସ୍କି ସେନା

୫୪ ଦିନରେ ଯୁଦ୍ଧ। ଲଢ଼ୁଆ ଜବାବ ଦେଉଛି ୟୁକ୍ରେନ୍‌। ରୁଷ୍‌ର କ୍ଷତି ବଢ଼ୁଛି। ସେନା ବାହିନୀ ସହ ବିପୁଳ ଅସ୍ତ୍ରଶସ୍ତ୍ର ହରାଉଛି ରୁଷ୍‌। ରୁଷ୍‌ ସୈନ୍ୟଙ୍କ ରକ୍ତରେ ଭିଜୁଛି ୟୁକ୍ରେନ୍‌ ମାଟି। ଇତି ମଧ୍ୟରେ ପୁଟିନ୍‌ ବାହିନୀର ୨୦ ହଜାର ୬୦୦ ସୈନ୍ୟ ନିହତ ହେଲେଣି। କେତେ ଅସ୍ତ୍ରଶସ୍ତ୍ର ହରାଉଛି…

‘ଏକଚ୍ଛତ୍ରବାଦୀ ପୁଟିନ୍‌ ୟୁକ୍ରେନ୍‌ରେ ଗଣହତ୍ୟା କରିଛନ୍ତି’: ଜୋ ବାଇଡେନ

କେନ୍ୟୁଜ୍(ବ୍ୟୁରୋ): ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆମେରିକା ପ୍ରତିପକ୍ଷ ଜୋ ବାଇଡେନଙ୍କ କଡା ସମାଲୋଚନା । ୟୁକ୍ରେନରେ ଗଣହତ୍ୟା ହୋଇଛି କହିଛନ୍ତି ରାଷ୍ଟ୍ରପତି ବାଇଡେନ୍‌ । ପ୍ରଥମଥର ଏଭଳି ଗଣହତ୍ୟା କଥା ଉଠାଇଛନ୍ତି ବାଇଡେନ୍‌ । ‘ଏକଚ୍ଛତ୍ରବାଦୀ ପୁଟିନ୍‌ ୟୁକ୍ରେନ୍‌ରେ ଗଣହତ୍ୟା…

୪୮ ଦିନରେ ରୁଷ-ୟୁକ୍ରେନ୍‌ ଲଢ଼େଇ: ଜୋରଜାର ହମଲା ପାଇଁ ରୁଷ ସେନା ପ୍ରସ୍ତୁତ, ଡୋନ୍‌ବାସ୍‌କୁ ପଠାଇବ ୩ ଗୁଣା ସୈନ୍ୟ 

କେନ୍ୟୁଜ୍(ବ୍ୟୁରୋ):ଲମ୍ବୁଛି ଯୁଦ୍ଧ । ୪୮ ଦିନରେ ଲଢ଼େଇ । ପ୍ରଚଣ୍ଡ ହେଉଛି ଆକ୍ରମଣ ପ୍ରତିଆକ୍ରମଣ । ଏବେ ରୁଷ ସେନା ୟୁକ୍ରେନର ପୂବାଞ୍ଚଳ ଉପରେ ଜୋରଜାର ହମଲା ପାଇଁ ପ୍ରସ୍ତୁତ ଚଳାଇଛି । ଏଥିପାଇଁ ଡୋନବାସକୁ ୩ ଗୁଣା ସୈନ୍ୟ ପଠାଇବ ରୁଷ । ୟୁକ୍ରେନ ରାଜଧାନୀ କିଭ ଓ ଉତ୍ତରରେ ଥିବା ସହରକୁ…