Browsing Tag

Ukraine war

ବୁଚା ପରେ ମାକାରିଭରେ ବର୍ବରତାର ସୀମା ଟପିଲା ରୁଷ ସେନା: ବୋମାମାଡ଼ ସହ ଲୋକଙ୍କୁ ଗୁଳି କରି ହତ୍ୟା, ୧୩୨ ମୃତଦେହ…

ବୁଚା ପରେ ମାକାରିଭରେ ବର୍ବରତା । ମାକାରିଭ ସହରରେ ଏକାସଙ୍ଗେ ୧୩୨ ମୃତଦେହ ଚିହ୍ନଟ । ମାକାରିଭ୍‌ ଛାଡିବା ପୂର୍ବରୁ ରୁଷ ସେନା ଏଠାରେ ମୃତ୍ୟୁର ବିଭୀଷିକା ରଚିଥିବା ଦେଖିବାକୁ ମିଳିଛି । ରାଜଧାନୀ କିଭ ଠାରୁ ପାଖାପାଖି ୩୦ ମାଇଲ ଦୂରରେ ଥିବା ମାକାରିଭ ଉପରେ ରୁଷ ସେନା ସାଂଘାତିକ ବୋମାମାଡ଼…

ଲମ୍ବୁଛି ୟୁକ୍ରେନ-ରୁଷ୍‌ ଯୁଦ୍ଧ, ୪୫ ଦିନରେ ଆକ୍ରମଣ ପ୍ରତିଆକ୍ରମଣ ଚାଲିଛି ଜୋରଦାର

କେନ୍ୟୁଜ୍: ଲମ୍ବୁଛି ୟୁକ୍ରେନ-ରୁଷ୍‌ ଯୁଦ୍ଧ । ୪୫ ଦିନରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ଚାଲିଛି । ୟୁକ୍ରେନ୍‌ର ପୋଲଟୋଭାରେ ଘନ ଘନ ଏୟାରଷ୍ଟ୍ରାଇକ୍‌ ଓ ମିସାଇଲ୍‌ ମାଡ଼ କରୁଛି ରୁଷ ସେନା । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଏପଟେ ଖାରକିଭ ଓ ମାରିୟୁପୋଲରେ ଧ୍ୱଂସଲିଳା ପରେ ରୁଷ ସେନା କିଭ…

ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ୍, ମେ ୯ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ସଫଳତା ପାଇବାକୁ ଲକ୍ଷ୍ୟ

ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ। ମେ ୯ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ। ତେଣୁ ନୂଆ ଆର୍ମି କମାଣ୍ଡ ନିଯୁକ୍ତ କରିଛନ୍ତି ପୁଟିନ। ଜେନେରାଲ ଆଲେକଜାଣ୍ଡର ଦୋଭରନିକୋଭ ଆର୍ମିର ନେତୃତ୍ୱ ନେବେ । ସିରିୟା ଯୁଦ୍ଧରେ ତାଙ୍କ…

ଋଷ ସେନାର ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ ବୋରୋଡିଆଙ୍କା: ମାଟିରେ ମିଶିଛି ବଡ଼ ବଡ଼ ଆପାର୍ଟମେଣ୍ଟ, ୨୬ଟି ମୃତଦେହ ଉଦ୍ଧାର

ଧ୍ୱସ୍ତ ବିଧ୍ୱସ୍ତ ବୋରୋଡିଆଙ୍କା। ମାଟିରେ ମିଶିଛି ବଡ଼ ବଡ଼ ଆପାର୍ଟମେଣ୍ଟ । ଜନବସତି ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର । ଯେଉଁଆଡେ ଦେଖିଲେ କେବଳ ଭଗ୍ନାବଶେଷ । ଋଷ ସେନାର ଆକ୍ରମଣର ଭୟଙ୍କର ଚିତ୍ର ସାମନାକୁ ଆସୁଛି । ୨୬ଟି ମୃତଦେହ ଉଦ୍ଧାର କରାଯାଇଛି । କିଭ୍‌ ଠାରୁ ଉତ୍ତରପଶ୍ଚିମରେ ରହିଛି…

ୟୁକ୍ରେନ୍‌କୁ ପୁଣି ସହାୟତାର ହାତ ବଢ଼ାଇଲା ଆମେରିକା, ୩୦୦ ମିଲିୟନ୍‌ ଡଲାର ଦେବାକୁ କଲା ଘୋଷଣା

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧ ଆଜି ୩୮ ତମ ଦିନରେ ପହଞ୍ଚିଛି। ଏହି ୩୮ ଦିନ ମଧ୍ୟରେ ରୁଷ ୟୁକ୍ରେନ୍‌ର ଅନେକ ବଡ଼ ବଡ଼ ସହରକୁ ମାଟିରେ ମିଶାଇ ସାରିଛି। ଅଧିକାଂଶ ଲୋକ ଦେଶ ଛାଡ଼ି ପଡ଼େଶୀ ଦେଶକୁ ଚାଲିଯାଉଛନ୍ତି। ଇତି ମଧ୍ୟରେ ଖବର ଆସିଛି ଯେ ଆମେରିକାର ରକ୍ଷା ବିଭାଗ ୟୁକ୍ରେନ୍‌କୁ…

ୟୁକ୍ରେନର ମାରିୟୁପୁଲ ସହରରେ ସର୍ବାଧିକ ଧ୍ୱଂସଲୀଳା ରଚିିଛି ଋଷ ସେନା: ଏପର୍ଯ୍ୟନ୍ତ ଗଲାଣି ୧୦ ହଜାର ଜୀବନ

କେନ୍ୟୁଜ୍(ବ୍ୟୁରୋ): ମାରିୟୁପୁଲରେ ୧୦ ହଜାର ମୃତ । ୟୁକ୍ରେନର ମାରିୟୁପୁଲ ସହରରେ ଋଷ ସେନା ସର୍ବାଧିକ ଧ୍ୱଂସଲୀଳା ରଚିିଛି । ସମ୍ପୂର୍ଣ୍ଣ ସହରକୁ ଋଷ ସେନା ଛାରଖାର କରିଦେଇଛନ୍ତି । ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ୧୦ ହଜାର ଲୋକ ମୃତ୍ୟୁବରଣ କରିଥାଇପାରନ୍ତି । ୫ ହଜାର ମୃତଦେହକୁ…

ୟୁକ୍ରେନବାସୀ ନିର୍ବୋଧ ନୁହଁନ୍ତି, କିଭ ଓ ଚର୍ଣ୍ଣିହିବରେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବ ବୋଲି ଋଷର ଘୋଷଣା ପରେ…

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ବୈଠକ ଭିତରେ ଜେଲେନସ୍କି କହିଛନ୍ତି, ୟୁକ୍ରେନବାସୀ ନିର୍ବୋଧ ନୁହଁନ୍ତି । ଋଷର କୌଣସି ପ୍ରତିଶ୍ରୁତିକୁ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଜେଲେନସ୍କି । ସେପଟେ ପେଣ୍ଟାଗନ କହିଛି, କିଭରେ କିଛି ମାତ୍ରା ସେନା ହଟିଥିଲେ ବି ଏବେବି…

ଆଜି ତୁର୍କୀରେ ଋଷ-ୟୁକ୍ରେନ ଶାନ୍ତି କଥାବାର୍ତ୍ତା, ଆଜିଠୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କିଭ୍‌ରେ ଅନଲାଇନ୍‌ କ୍ଲାସ…

କେନ୍ୟୁଜ୍(ବ୍ୟୁରୋ): ଆଜି ତୁର୍କୀରେ ଋଷ-ୟୁକ୍ରେନ ଶାନ୍ତି କଥାବାର୍ତ୍ତା । ଭୟାବହ ଯୁଦ୍ଧ ମଧ୍ୟରେ ଆଜି ଶାନ୍ତି କଥାବାର୍ତ୍ତା । ତୁର୍କୀରେ ଆଜି ହେବ ଋଷ-ୟୁକ୍ରେନ କଥାବାର୍ତ୍ତା । ଏହା ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ହେବ । କଥାବାର୍ତ୍ତା ପୂର୍ବରୁ ଜେଲେନସ୍କି ରଖିଲେ ବଡ଼ ବୟାନ ।…

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଲା ମାସେ, ନଜିତିବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ ବୋଲି କହିଲେ ଜେଲେନ୍‌ସ୍କି

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଲା ମାସେ। ଫେବ୍ରୁଆରୀ ୨୪ରେ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ ପୁଟିନ୍‌ । ଦୀର୍ଘ ଦିନର ସମର ସଜା ପରେ ସ୍ପେସାଲ ମିଲିଟାରୀ ଅପରେସନ୍‌ ଆରମ୍ଭ କରିଥିଲା ଋଷ । ୟୁକ୍ରେନ୍‌ର ପୂର୍ବ ପଟରୁ ଆରମ୍ଭ କରିଥିଲା ଆକ୍ରମଣ । ପରେ ଦକ୍ଷିଣ, ଉତ୍ତର ଏବଂ…

ପୁଟିନଙ୍କ ସହ ଆଲୋଚନା ପାଇଁ ମୁଁ ପ୍ରସ୍ତୁତ, ଯଦି ସେ ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ: ଜେଲେନସ୍କି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଡ଼ ବୟାନ । ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ ଜେଲେନସ୍କି । ଯଦି ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ । ଏଭଳି ମନ୍ତବ୍ୟ ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ।…

୪ ଦିନରେ ୟୁକ୍ରେନ ଦଖଲ କରିବାକୁ ଭାବୁଥିବା ଋଷ୍ ୧୬ ଦିନ ପରେ ବି କିଛି କରିପାରିନି, ଆମେ ହିଁ ଯୁଦ୍ଧରେ ବିଜୟୀ ହେବୁ:…

ନୂଆଦିଲ୍ଲୀ: ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ ବୋଲି କହିଲେ ରାଷ୍ଟ୍ରପତି ଜେଲେନସ୍କି। ୧୬ ଦିନରେ ଯୁଦ୍ଧ ଉପରେ କହିଲେ ଜେଲେନସ୍କି। ଋଷ ଭାବୁଥିଲା , ୪ ଦିନରେ ୟୁକ୍ରେନ ଦଖଲ କରିବ। ୧୬ ଦିନ ପରେ ବି ଋଷ କିଛି କରିପାରିନି। ପୂରା ବିଶ୍ୱ ୟୁକ୍ରେନ ପରାକ୍ରମ ଦେଖିଲା। ଆମେ ଏହି ଯୁଦ୍ଧରେ ବିଜୟୀ…

ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର, ପୁଅକୁ ପାଇ ବାପା ମା’ଙ୍କ ଖୁସି କହିଲେ ନସରେ

ଯାଜପୁର (କେନ୍ଯୁଜ୍): ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର । ସରକାରଙ୍କ ଉଦ୍ୟମ କ୍ରମେ ମାତୃଭୂମିକୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି କୋରାଇ ବ୍ଲକ ବିରୁହାଁପଡା ଓ ଛୋଟରାୟପୁର ଗାଁର ଡାକ୍ତରୀ ଛାତ୍ର ପ୍ରଳୟ କୁମାର ନାୟକ ଓ ଆତିଶ କୁମାର ପଣ୍ଡା । ୟୁକ୍ରେନର ଖାର୍କିଭ…