୧୫ ଦିନରେ ଯୁଦ୍ଧ: ମାରିୟୁପୁଲ ହସ୍ପିଟାଲ ଉପରେ ଋଷର ଏୟାରଷ୍ଟ୍ରାଇକ, ପ୍ରସୂତି ଓ ଶିଶୁ ଓ୍ଵାର୍ଡ ସମ୍ପୂର୍ଣ୍ଣ ଧ୍ୱଂସ
୧୫ ଦିନରେ ଯୁଦ୍ଧ । କିଭ୍ ଦଖଲ କରି ପାରିନି ରୁଷ୍ । ଏବେ ଆକ୍ରମଣକୁ ଆହୁରି ପ୍ରଚଣ୍ଡ କରିଛି ଋଷ । ମାରିୟୁପୁଲ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ । ଏୟାରଷ୍ଟ୍ରାଇକରେ ଥରହର ମାରିୟୁପୁଲ । ହସ୍ପିଟାଲରେ ୧ହଜାର କେଜିର ବୋମା ପଡିଛି। ଏଥିରେ ୧୭ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରସୂତି ଓ ଶିଶୁ…