ୟୁକ୍ରେନ୍କୁ ବଢ଼ୁଛି ସାହାଯ୍ୟର ହାତ: IT Army ରେ ଯୋଗ ଦେଲେ ଅଢ଼େଇ ଲକ୍ଷ ଟପ୍ ହ୍ୟାକର
ରୁଷ ଓ ୟୁକ୍ରେନ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ୍କୁ ରକ୍ଷା କରିବାକୁ ସାଇବର ସ୍ପେସ୍ରେ ଭଲ୍ୟୁଣ୍ଟିୟର ହ୍ୟାକର୍ସଙ୍କ ସେନା ପ୍ରସ୍ତୁତ ହେଉଛନ୍ତି। ସାଇବର ସୁରକ୍ଷା ଫାର୍ମ ସେକୋଇୟାର ଏକ୍ସପର୍ଟ ମୁତାବକ, ପାଖାପାଖି ୨,୬୦,୦୦୦ ଟପ୍ ହ୍ୟାକର ‘ଆଇଟି ସେନା’ରେ ସାମିଲ ହୋଇଛନ୍ତି।…