Below header

ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର, ପୁଅକୁ ପାଇ ବାପା ମା’ଙ୍କ ଖୁସି କହିଲେ ନସରେ

ଯାଜପୁର (କେନ୍ଯୁଜ୍): ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର । ସରକାରଙ୍କ ଉଦ୍ୟମ କ୍ରମେ ମାତୃଭୂମିକୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି କୋରାଇ ବ୍ଲକ ବିରୁହାଁପଡା ଓ ଛୋଟରାୟପୁର ଗାଁର ଡାକ୍ତରୀ ଛାତ୍ର ପ୍ରଳୟ କୁମାର ନାୟକ ଓ ଆତିଶ କୁମାର ପଣ୍ଡା ।

ୟୁକ୍ରେନର ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଉଭୟେ ଡାକ୍ତରୀ ପଢୁଥିଲେ । ତେବେ ଘରକୁ ଫେରିବା ପରେ ଉଭୟେ ୟୁକ୍ରେନରେ ଯୁଦ୍ଧ ଭୟାବହତା ସମୟର କରୁଣ ଦୃଶ୍ୟକୁ ବୟାନ କରିଛନ୍ତି । ସେପଟେ ମୃତ୍ୟୁ ମୁଖରୁ ଫେରିଆସିଥିବା ପୁଅକୁ ପାଇ ବାପା ମା’ଙ୍କ ଖୁସିର ସୀମା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.