Below header

ରାୟଗଡ଼ା ରେଳ ଷ୍ଟେସନରୁ ୧୫ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା (କେନ୍ୟୁଜ୍) : ରେଳ ଷ୍ଟେସନରୁ ୧୫ ଦାଦନ ଶ୍ରମିକ ଉଦ୍ଧାର । ଏମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ପୁରୁଷ ଓ ୭ ଜଣ ମହିଳା । ବଲାଙ୍ଗିରରୁ ଏହି ଶ୍ରମିକମାନେ କାମ କରିବାକୁ ତେଲେଙ୍ଗାନା ଯାଇଥିଲେ । ପାଇତିପାଲୀ ଜିଲ୍ଲାର କର୍ଲ୍ଲାଚିଲ୍ଲା ଗାଁରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ ସେମାନଙ୍କୁ ଶାରିରୀକ ନିର‌୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଖବର ପାଇ ଆନ୍ତର୍ଜାତୀକ ମାନବଧିକାର କମିଶନଙ୍କ ରାୟଗଡ଼ା ଶାଖା ସେମାନଙ୍କୁ ଉଦ୍ଧାର କରିଥିଲା । ଆଜି ସେମାନଙ୍କୁ ବଲାଙ୍ଗିର ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.