HONDA CB300R ଷ୍ଟ୍ରିଟଫାଇଟର ଭାରତରେ ହେଲା ଲଞ୍ଚ, ଦମଦାର ଇଞ୍ଜିନ ସହ ମିଳିବ ଷ୍ଟାଇଲିସ ଲୁକ୍

ନୂଆଦିଲ୍ଲୀ : ଗ୍ରାହକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଲଞ୍ଚ ହୋଇଛି ହୋଣ୍ଡାର ବହୁ ଅପେକ୍ଷିତ CB300R ଷ୍ଟ୍ରିଟଫାଇଟର ବାଇକ୍। ନୂଆ ହୋଣ୍ଡା CB300Rର ଡିଜାଇନ୍ ନିଓ ସ୍ପୋଟ୍ସ କେଫେ କନସେପ୍ଟ ଭଳି ରହିଛି। ଏଥିରେ ରେଟ୍ରୋ ଷ୍ଟାଇଲିସ ସହ ନୂଆ ଏଲିମେନେଣ୍ଟ ସାମିଲ କରାଯାଇଛି। ଏହାର ଫ୍ରଣ୍ଟ ପ୍ରୋଫାଇଲରେ ବ୍ରେଷ୍ଟ ମେଟାଲ ରିମ୍ ସହ ରାଉଣ୍ଡ ଶେପର ଏଲଇଡି ହେଣ୍ଡଲ୍ୟପ୍ସ ମଧ୍ୟ ଦିଆଯାଇଥାଏ। ଏହାର ଏକ୍ସଶୋରୁମ ପ୍ରାଇଜ୍ ୨.୪୧ ଲକ୍ଷ ଟଙ୍କା ରଖାଯାଇଛି।

honda 2

ଫିଚର : 

ହୋଣ୍ଡା CB300R ରେ ଫୁଲ ଏଲଇଡି ଲଇଟ୍ସ ଏବଂ ଏଲସିଡି ଇଷ୍ଟ୍ରୁମେଣ୍ଟ କଂସୋଲ ଦିଆଯାଇଛି। ବାଇକରେ ଗିୟର ସେପ୍ଟି ବନିଂ ଲାଇଟ୍ସ ଏବଂ ପିକ୍ ହୋଲ୍ଡ ଫକ୍ସନ ଲେସ କରାଯାଇଛି। ସେହିଭଳି ହୋଣ୍ଡା CB300R ପ୍ରଣ୍ଟରେ ୨୯୬ ମିଲିମିଟର ଡିକ୍ସ ବ୍ରେକ୍ ସହ ଡୁଆଲ ଚ୍ୟାନେଲ ଏବିଏସ୍ ଫିଚର ଦିଆଯାଇଛି। ଏହି ବାଇକକୁ ଟ୍ବିବଲେସ ଷ୍ଟିଲ ଫ୍ରେମରେ ବନାଯାଇଛି ଯାହାର ଓଜନ ୧୪୩କି.ଗ୍ରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.