Below header

ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟଳୟରେ ନିଆଁ

ସମ୍ବଲପୁର (କେନ୍ୟୁଜ୍) : ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟଳୟରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ୨ଟି ବାଇକ ପୋଡ଼ି ନଷ୍ଟ ହୋଇଯାଇଛି। ମାଟ୍ରିକ ସପ୍ଲାମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣର ଆଜି ଶେଷ ତାରିଖ ହୋଥିବାରୁ ଅଫିସ କାର୍ଯ୍ୟ ଚାଲୁଥିଲା।

fire 2

୮ରୁ ୧୨ଜଣ ଅଜଣା ବ୍ୟକ୍ତି ଆସି ଅଫିସ କାମ ବନ୍ଦ କରିବାକୁ କହିବା ସହ ଅଫିସରୁ ବାହାରିଯିବାକୁ କହିଥିଲେ। ତା ପରେ ନିଆଁ ଲଗାଇ ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସମ୍ବଲପୁର ଏସ୍ପି ଓ ଜିଲ୍ଲାପାଳ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.