୨୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଖଡିଆଳ ପୋଲିସ

ନୂଆପଡ଼ା(କେନ୍ୟୁଜ୍) : ନୂଆପଡ଼ା ଜିଲ୍ଲା ରାଣୀପୁର ଗାଁ ନିକଟରେ ଏକ ଇଟାଭାଟି ଉପରେ ଚଢଉ କରି ୨୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଖଡିଆଳ ପୋଲିସ । ଦାଦନ ଶ୍ରମିକଙ୍କ ମଧ୍ୟରେ ଛୋଟ ଛୋଟ ଶିଶୁ ମଧ୍ୟ ଅଛନ୍ତି । ଶ୍ରମିକମାନେ ନୂଆପଡା ସିନାପାଲି ବ୍ଳକ ଏବଂ କଳାହାଣ୍ଡି ଧର୍ମଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ନୂଆପଡା ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ଘଟଣାର ତଦନ୍ତ କରିବା ସହ ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.