Below header

କଟକ ଦରଘାବଜାର ନିକଟ ମାର୍କେଟ୍‌ କପ୍ଳେକ୍ସରେ ଅଗ୍ନିକାଣ୍ଡ

କଟକ(କେ ନ୍ୟୁଜ୍‌) : କଟକରେ ଅଗ୍ନିକାଣ୍ଡ । ଦରଘାବଜାର ସ୍ଥିତ ମାର୍କେଟ୍‌ କପ୍ଳେକ୍ସରେ ନିଆଁ ଲାଗିଛି । ମାର୍କେଟ୍‌ କପ୍ଳେକ୍ସର ତୃତୀୟ ମହଲାରେ ଥିବା ଓ୍ଵାଇନ୍‌ ସପ୍‌ରେ ଅଗ୍ନିକାଣ୍ଡ ହୋଇଛି । ମଦ ବାର୍‌ର ଷ୍ଟୋର ରୁମ୍‌ରେ ନିଆଁ ଲାଗିଛି । ତିନିଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଏହି ମାର୍କେଟ୍‌ କପ୍ଳେକ୍ସରେ ରିଲାଏନ୍ସ ଟ୍ରେଣ୍ଡ, ବିଗ୍‌ ବଜାର ପରି ବଡ଼ ବଡ଼ ସପିଂ ମଲ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.