Below header

ଚଳନ୍ତା ସ୍କର୍ପିଓରେ ଲାଗିଲା ନିଆଁ, ବଞ୍ଚିଗଲା ୩ ଜୀବନ

ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଖନ୍ତା ପଡ଼ା ନିକଟରେ ଚଳନ୍ତା ସ୍କର୍ପିଓ ଜଳିଗଲା। ସ୍କର୍ପିଓରେ ଡ୍ରାଇଭର ସମେତ ଦୁଇ ଜଣ ଥିଲେ । ଭ୍ଯାନ ଝରକା ଭାଙ୍ଗି ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ଜଣ ।

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଖନ୍ତା ପଡ଼ା ନିକଟରେ ଚଳନ୍ତା ସ୍କର୍ପିଓ ଜଳିଗଲା। ସ୍କର୍ପିଓରେ ଡ୍ରାଇଭର ସମେତ ଦୁଇ ଜଣ ଥିଲେ । ଭ୍ଯାନ ଝରକା ଭାଙ୍ଗି ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ଜଣ ।

ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନ ୧୨ ଟା ୪୫ ବେଳେ ନିଆଁ ଲାଗିଥିଲା । ସ୍କର୍ପିଓ ଟି ବାଲେଶ୍ଵରରୁ ଭଦ୍ରକକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି ତେବେ ଘଟଣାସ୍ଥଳରେ ବାହାନଗା ବ୍ଲକ୍‌ ଷଠି ରୁ ଏକ ଦାମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.