Below header

ଭୁବନେଶ୍ୱର: ବରମୁଣ୍ଡାରେ ହୁତ୍‌ହୁତ୍‌ ହୋଇ ଜଳିଲା ବସ୍‌, କାରଣ ଅସ୍ପଷ୍ଟ

ଭୁବନେଶ୍ୱର କେନ୍ୟୁଜ : ବସରେ ଲାଗିଲା ନିଆଁ । ଚକାଡୋଳା ନାମକ ଏକ ଘରୋଇ ବସରେ ଲାଗିିଛି ନିଆଁ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ସମ୍ପର୍କରେ ବସ ମାଲିକ କିମ୍ବା କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ବସଟି ଭୁବନେଶ୍ୱରରୁ ବ୍ରହ୍ମପୁର ଯାତାୟାତ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.