Below header

ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବିଙ୍କ ଜାଲରେ ପଡିଲା ୨୨କିଲୋ ଓଜନର ତେଲିଆ ମାଛ, ଲକ୍ଷେ ୪୩ହଜାର ଟଙ୍କାରେ ହେଲା ନିଲାମ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବିଙ୍କ ଜାଲରେ ପଡିଛି ଗୋଟିଏ ତେଲିଆ ମାଛ। ମାଛଟିର ଓଜନ ୨୨କିଲୋ ଥିବାବେଳେ ଏହାର କିଲୋ ପିଛା ସାଢ଼େ ୬ହଜାର ରେଟ୍ ରେ ଲକ୍ଷେ ୪୩ହଜାରରେ ନିଲାମ ହୋଇଛି।

ଏହାକୁ ଜଣେ କଲିକତାର ମାଛ ବ୍ୟବସାୟୀ କିଣିଛନ୍ତି। ତେବେ ମାଛଟି ଖାଇବା ଅପେକ୍ଷା ଏହାର ଅଧିକ ଔଷଧୀୟ ଗୁଣଥିବାରୁ ଏହାକୁ ଇଣ୍ଡଷ୍ଟ୍ରିଆଲ କ୍ଷେତ୍ରରେ ବେସି ବ୍ୟବହାର କରାଯାଏ ବୋଲି କୁହନ୍ତି ମତ୍ସ୍ୟଜୀବି। ତେବେ ଆଗରୁ ମଧ୍ୟ ଏହାଠାରୁ ବଡ଼ ଓ ଛୋଟ ମାଛ ଜାଲରେ ପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.