ପୁରୀ: ବନ୍ୟା ଜଳ ପ୍ରଭାବିତ ପରେ ଆତଙ୍କିତ ଅବସ୍ଥାରେ ଲୋକେ

ପୁରୀ(କେନ୍ୟୁଜ୍): ଦୟା ନଦୀରେ ବନ୍ୟା ଜଳ । ପୁରୀ ଜିଲ୍ଲା ପିପିଲି ବ୍ଳକ୍‌ରେ ପ୍ରଥମ ବନ୍ୟା ଜଳ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ପିପିଲି ଡେଲାଙ୍ଗ ଓ କଣାସ ବ୍ଳକ୍‌ରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।