Below header

ବଡମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ବନ୍ୟା ଜଳ, ମାଆଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

କଟକ(କେନ୍ୟୁଜ୍) : ମନ୍ଦିରରେ ପଶିଲା ପାଣି । ମହାନଦୀରେ ପାଣି ବଢି କଟକ ଜିଲ୍ଲା ବଡମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି। ଫଳରେ ମାଆଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମନ୍ଦିର ଓ ମନ୍ଦିର ବେଢାରେ ୫ ଫୁଟରୁ ଅଧିକ ପାଣି ଚାଲୁଛି । ସେପଟେ ଦର୍ଶନ ନପାଇ ଭକ୍ତମାନେ ନିରାଶ ହୋଇ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.