କଟକ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣା, ଆସିଲା ଫରେନସିକ ରିପୋର୍ଟ

କଟକ(କେନ୍ୟୁଜ୍): କଟକ କୁତ୍ତାଖାଇ ଗଳିରେ ମହିଳାଙ୍କୁ ହତ୍ୟା ଘଟଣା । ହତ୍ୟାକାଣ୍ଡର ଆସିଲା ଫରେନସିକ ରିପୋର୍ଟ । ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ୧୫ରୁ ଅଧିକ ବ୍ୟକ୍ତିଙ୍କୁ ପୋଲିସ ଏକାଧିକ ଥର ଜେରା କରିଛି । ସିସିଟିଭି ଫୁଟେଜ ଯାଞ୍ଚରୁ ମିଳିପାରେ କିଛି ସୁରାକ ।

ହତ୍ୟାରେ ବ୍ୟବହୃତ ଅସ୍ତ୍ର ଖୋଜୁଛି ପୋଲିସ୍ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଗତ ଶୁକ୍ରବାର କଟକ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳାକାଟି ନିର୍ମମ ହତ୍ୟା କରାଯାଇଥିଲା।

You might also like