ଭିଜିଲାନ୍ସ ଜାଲରେ ସିଂଧେକେଲା ଫରେଷ୍ଟର, ୧ ଲକ୍ଷ ୩୦୦ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ

କଟକ/କଣ୍ଟାବାଞ୍ଝି(କେନ୍ୟୁଜ): ଭିଜିଲାନ୍ସ ଜାଲରେ ଫରେଷ୍ଟର । ଭିଜିଲାନ୍ସ ଜାଲରେ ସିଂଧେକେଲା ଫରେଷ୍ଟର ହରିହର ସ୍ୱାଇଁ । ୧ ଲକ୍ଷ ୩୦୦ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ ଟିମ୍‌।

ଜଙ୍ଗଲ ବିଭାଗରେ କାର୍ଯ୍ୟରତ ଶ୍ରମିକଙ୍କଠାରୁ ନେଉଥିଲେ ଲାଞ୍ଚ । ସମ୍ବଲପୁର ଭିଜିଲାନ୍ସ ଟିମ୍‌ର ତନାଘନା ଜାରି। ନଗଦ ଟଙ୍କାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.