Below header

ଭିଜିଲାନ୍ସ ଜାଲରେ ପୁରୀର ପୂର୍ବତନ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ପୁରୀ: ଭିଜିଲାନ୍ସ ଜାଲରେ ପୁରୀର ପୂର୍ବତନ RI । ପୁରୀର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି ।

ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଜମି କିଣାବିକାରେ ସଂପୃକ୍ତି, ମୁଲ୍ୟବାନ ଜମିର ବେଆଇନ ଭାବେ କିସମ ପରିବର୍ତ୍ତନ ଓ ଜମି ଅଦଳବଦଳ ଆଦି ଅନେକ ମାମଲା ତାଙ୍କ ନାଁରେ ରହିଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.