ମାଲାକାନଗିରିରୁ ୪ଶିଶୁ ଶ୍ରମିକ ଉଦ୍ଧାର
ମାଲାକାନଗିରି(କେନ୍ୟୁଜ୍): ମାଲାକାନଗିରିରୁ ୪ଶିଶୁ ଶ୍ରମିକ ଉଦ୍ଧାର । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମୁପଦର, ଦୁଲିପଟ, ଗଲିଆଗୁଡା ଗାଁର ୪ଜଣ ନାବାଳକ କାମ କରିବା ପାଇଁ ମାଲକାନଗିରି ଆସିଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସି.ଡବ୍ଲୁ.ସିଙ୍କୁ ହସ୍ତାନ୍ତର କରାଯାଇଛି ।