Below header

ଖୋର୍ଦ୍ଧା: ବ୍ରାଉନ ସୁଗାର ବେପାରୀ ଗିରଫ, ଧଳା ଜହର ସହ ଗୋଟିଏ ମୋବାଇଲ ଫୋନ ଓ ୩୦ ହଜାର ଟଙ୍କା ଜବତ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧାରେ ବ୍ରାଉନ ସୁଗାର ବେପାରୀ ଗିରଫ । ଅଭିଯୁକ୍ତ ହେଲେ ପ୍ରକାଶ ନାୟକ । ପ୍ରକାଶ ଠାରୁ ପୋଲିସ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଗୋଟିଏ ମୋବାଇଲ ଫୋନ ଓ ୩୦ ହଜାର ଟଙ୍କା ଜବତ ହୋଇଛି । ଜବତ ବ୍ରାଉନ ସୁଗାର ମୂଲ୍ୟ ଆନୁମାନିକ ୧ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.