Below header

ଦୁର୍ବୃତ୍ତଙ୍କ ଏସିଡ୍ ମାଡରେ ଗୋଟିଏ ପରିବାରର ୪ ଜଣ ଗୁରୁତର

କେନ୍ଦ୍ରାପଡ଼ା(କେନ୍ଯୁଜ୍) : ଏସିଡ୍‌ ମାଡ଼ରେ ୪ ଗୁରୁତର। ଦୁର୍ବୃତ୍ତର ଏସିଡ୍‌ ମାଡରେ ଗୋଟେ ପରିବାରର ବାପା, ମାଆଙ୍କ ସମେତ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପାଟଳିପଙ୍କ ଗାଁରେ ଏସିଡ୍‌ ମାଡ଼ ହୋଇଛି। ଗତକାଲି ରାତିରେ ହିମାଂଶୁ ବାରିକଙ୍କ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଝରକା ବାଟେ ଏସିଡ୍‌ ଫିଙ୍ଗି ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଗୁରୁତରମାନଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏସିଡ୍‌ ମାଡର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.