Below header

ପାକିସ୍ତାନକୁ ଜବାବରେ ଖୁସି, ରାଜଧାନୀରେ ଆଜି ଜିତେନ୍ଦ୍ର ମାଗଣାରେ ଦେଉଛନ୍ତି ଅଟୋ ସେବା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଅଟୋ ଚାଳକ ଜିତେନ୍ଦ୍ର ମାଝୀ । ଘର ଅନୁଗୁଳରେ । ହେଲେ ରାଜଧାନୀରେ ଅଟୋ ଚଳାଇ ନିଜ ପେଟ ପୋଷନ୍ତି । ଏହି ଯୁବକ କିନ୍ତୁ ଦେଖାଇଛନ୍ତି ଦେଶଭକ୍ତିର ନମୂନା । ଭାରତର ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଏବଂ ଭାରତୀୟ ସେନା ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିବାରୁ ଆଜି ପୂରା ଦିନ ସେ ମାଗଣାରେ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି । ପାକିସ୍ତାନକୁ ଏହିଭଳି ଜବାବ ଦରକାର ବୋଲି ଜିତେନ୍ଦ୍ର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.